Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକ, ରାଷ୍ଟ୍ରପତି କହିଲେ- ଭାରତ ଜଣେ ଆଇକନ୍ଙ୍କୁ ହରାଇଲା
ନୂଆଦିଲ୍ଲୀ : ଉଦ୍ୟୋଗପତି ରତନ ଟାଟାଙ୍କ ବିୟୋଗରେ ସବୁଠି ଶୋକର ଛାୟା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ରାଜନେତା, ବ୍ୟବସୟୀ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ!-->…
ପଦ୍ମ ବିଭୂଷଣ ରତନ ଟାଟାଙ୍କ ଦେହାନ୍ତ, ୮୬ ବର୍ଷରେ ଆଖି ବୁଜିଲେ
ନୂଆଦିଲ୍ଲୀ : ଆରପାରିରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଗ୍ରୁପ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ!-->…
ଆପ୍ର ବଡ଼ ଅଭିଯୋଗ: ସରକାରୀ ବଙ୍ଗଳାରୁ ଫିଙ୍ଗିଦେଲେ ମୁଖ୍ୟମନ୍ତ୍ରୀଙ୍କ ଜିନିଷପତ୍ର
ନୂଆଦିଲ୍ଲୀ : ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଜିନିଷପତ୍ର ତାଙ୍କ ସରକାରୀ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦିଆଯାଇଛି। ୬ ଫ୍ଲାଗଷ୍ଟାଫ ରୋଡରେ ଥିବା!-->…
ହରିୟାଣା ବିଜେପିରେ ମିଶିଲେ ଦୁଇ ସ୍ବାଧୀନ ବିଧାୟକ
ଚଣ୍ଡୀଗଡ : ହରିୟାଣା ବିଧାନସଭାରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିର ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି।ଏପରି ସ୍ଥିତିରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଦୁଇ ଜଣ ସ୍ୱାଧୀନ ବିଧାୟକ।!-->…
ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଦେହରେ ବାଜିଛି ଏକାଧିକ ଗୁଳି
ନୂଆଦିଲ୍ଲୀ : ମିଳିଲା ଅପହୃତ ଯବନାଙ୍କ ମୃତଦେହ। ଜମ୍ମୁ କଶ୍ମୀରର ଅନ୍ତନାଗର ଜଙ୍ଗଲରୁ ଗତକାଲି ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ତେବେ ଜଣେ ଯବାନ ଆତଙ୍କୀଙ୍କୁ ଚକ୍ମା ଦେଇ ଖସି ପଳାଇ ଆସିଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର!-->…
କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ କ୍ଷମତାସୀନ ଆପ୍। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିସହ କଂଗ୍ରେସ ସହ ମେଣ୍ଟ କରି ଆପ୍ ଦିଲ୍ଲୀରେ ଲୋକସଭା ନିର୍ବାଚନ ଲଢ଼ିଥିଲା।ହେଲେ ହରିୟାଣାରେ ଉଭୟ କଂଗ୍ରେସ ଓ ଆପ୍କୁ ଝଟକା ଲାଗିଛି। କଂଗ୍ରେସ ବିଜୟ!-->…
ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଘାଟିତ
ଲଦାଖ : ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ପରମାଣୁ ଶକ୍ତି ବିଭାଗ (ଡିଏଇ) ସଚିବ ଅଜିତ କୁମାର ମହାନ୍ତି!-->…
ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଜେପି ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ନୂଆଦିଲ୍ଲୀ : ହରିୟାଣାରେ ଐତିହସିକ ବିଜୟ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି। ତାଙ୍କ ସହ ରାଜ୍ୟରେ ସରକାର ଗଠନ ନେଇ ମଧ୍ୟ ସୈନି ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାର ଦଶହରାରେ ଶପଥ ନେବ ବୋଲି!-->…
ହରିୟାଣା ନିର୍ବାଚନର ସାଇଡ ଇଫେକ୍ଟ: କଂଗ୍ରେସକୁ ଝଟକା ଦେଲେ ଅଖିଲେଶ ଯାଦବ
ନୂଆଦିଲ୍ଲୀ :ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା!-->…
ସରକାରଙ୍କ ବଡ଼ ଘୋଷଣା: ୨୦୨୮ ଯାଏ ମିଳିବ ପୋଷଣଯୁକ୍ତ ମାଗଣା ଚାଉଳ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୦୨୮ ଯାଏ ଲୋକମାନେ ମାଗଣାରେ ଏହି ଚାଉଳ ପାଇପାରିବେ।ଏଥିପାଇଁ ୧୭,୦୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।!-->…