Browsing Category

ବିଦେଶ

ପାକିସ୍ତାନରେ ଇଲେକ୍ଟ୍ରୋନିକ ମିଡିଆରେ ସେନା ଓ ନ୍ୟାୟପାଳିକା ସମ୍ବନ୍ଧରେ ଆଲୋଚନା କଲେ ହେବ ୫ବର୍ଷ ଜେଲ

ଇସଲାମାବାଦ ୨୧/୦୨ : ପାକିସ୍ତାନରେ ବୈଦ୍ୟୁତିକ ଗଣ ମାଧ୍ୟମରେ ସେନା, ନ୍ୟାୟପାଳିକା ସମେତ ସରକାରୀ ସଂସ୍ଥାର ଆଲୋଚନା କଲେ ପାଞ୍ଚବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାଦ୍ୱାରା ପାକିସ୍ତାନ ଇମରାନ ସରକାରଙ୍କ ଶାସନରେ ଅସନ୍ତୁଷ୍ଟମାନଙ୍କର ସ୍ୱର ଉତ୍ତୋଳନକୁ ଚାପିଦେବାକୁ ଚେଷ୍ଠା…

ୟୁକ୍ରେନ ଗୁଳିମାଡ଼ରେ ରୁଷର ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ

ମସ୍କୋ/କିଭ: ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ୟୁକ୍ରେନର ଗୁଳି ମାଡ଼ରେ ରୁଷ ଯବାନଙ୍କ ଗୋଟିଏ ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି। ଏହି ବର୍ଡ଼ର ଫାସିଲିଟି ସେଣ୍ଟରକୁ ରୁଷିଆର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍‌ବି) ବିଭିନ୍ନ କାମ…

ବାତ୍ୟା ବେଳେ ଲଣ୍ଡନ୍‌ରେ ନିରାପଦରେ ଅବତରଣ କଲା ଏୟାର୍‌ ଇଣ୍ଡିଆର ୨ଟି ବିମାନ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ୟୁରୋପ୍‌ରେ ବାତ୍ୟା ‘ୟୁନିସ୍’ ଭୀଷଣ ବେଗରେ ପ୍ରବାହିତ ହେଉଥିବା ବେଳେ ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରେ ଏୟାର୍‌ ଇଣ୍ଡିଆର ୨ଟି ବିମାନ ନିରାପଦରେ ଅବତରଣ କରି ଆଲୋଚ୍ୟ ବିଷୟ ପାଲଟିଛି। ଏହି ଅବତରଣକାଳୀନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌…

ଯୁଦ୍ଧ ଆସନ୍ନ : ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବ ରୁଷ୍‌ – ହାରିସ୍‌

ମସ୍କୋ : ୟୁକ୍ରେନ୍‌ ସଙ୍କଟ ଦିନକୁ ଦିନ ଘନେଇବା‌ରେ ଲାଗିଛି। ୟୁକ୍ରେନ୍‌ ସୀମାରେ ରୁଷ୍‌ ସେନାବାହିନୀର ପ୍ରାୟ ୭୫ ହଜାର ସୈନିକ ସିଧାସଳଖ ଭାବେ ଆକ୍ରମଣ ସ୍ଥିତିରେ ରହିଛନ୍ତି ବୋଲି ଆମେରିକା ଦାବି କରିଛି ଏବଂ ଏହାର ଜବାବ ଦେବାକୁ ୟୁକ୍ରେନ୍‌ ମଧ୍ୟ ତୟାର ରହିଛି। ସୀମା ନିକଟରେ…

ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା ଜାରି

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ରୁଷ ସୀମାରେ ଯୁଦ୍ଧାସ୍ତ୍ର ଓ ଯବାନଙ୍କ ସଂଖ୍ୟା ବଢ଼ାଉଥିବାରେ ଲାଗିଛି। ଏଥିସହ ରୁଷ ଏବେ ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି। ଏହି ବିଚ୍ଛିନ୍ନତାବାଦୀମାନେ…

ଶେଷ ହୋଇନି କରୋନାର ପ୍ରକୋପ, ଚେତାଇଲା WHO: ପ୍ରତି ସପ୍ତାହରେ ପ୍ରାଣ ହରାଉଛନ୍ତି ୭୦ ହଜାର ଲୋକ

ନୂଆଦିଲ୍ଲୀ ୧୯/୦୨: ସାରା ଦେଶରେ କରୋନାର ତୃତୀୟ ଲହର କମିଛି ସତ ଏବେ ବି ଟଳିନି ବିପଦ । ଟିକିଏ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥି ସହିତ WHO ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି । WHO କହିଛି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତି ସପ୍ତାହରେ, କରୋନା…

ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍‌

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି…

ଦୀପ୍ ସିଦ୍ଧୁଙ୍କ ମରଶରୀର ଘରେ ପହଞ୍ଚିବା ପରେ ‘ଖଲିସ୍ଥାନ ଜିନ୍ଦାବାଦ’ର ସ୍ଲୋଗାନ୍ ଦେଲେ କିଛି ଲୋକ

ଲୁଧିଆନା: ବ୍ୟବଚ୍ଛେଦ ପରେ ଦୀପ୍ ସିଦ୍ଧୁଙ୍କ ମରଶରୀରକୁ ଲୁଧିଆନା ଅଣାଯାଇଛି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମର ଶରୀର ଲୁଧିଆନା ପହଞ୍ଚିବା ମାତ୍ରେ ତାଙ୍କ ଘର ସାମନାରେ କିଛି ବିଶୃଙ୍ଖଳିତ ଲୋକଙ୍କ ଭିଡ ହୋଇଯାଇଥିଲା। ଭିଡରେ ଥିବା ଲୋକମାନେ ‘ଖଲିସ୍ଥାନ ଜିନ୍ଦାବାଦ’ର…

କରୋନା ଟିକାକୁ ବିରୋଧ, ଜରୁରୀକାଳିନ ପରିସ୍ଥିତି ଲାଗୁ

ଓଟାୱା: କାନାଡାରେ ଲାଗୁ ହେଲା ଜରୁରୀକାଳିନ ପରିସ୍ଥିତି। କରୋନା ଭାଇରାସ ସଂକ୍ରମଣ ଯୋଗୁଁ କୋଭିଡ ଟିକା ନେବା ପାଇଁ ଏଠାରେ ବାଧ୍ୟତାମୂଳକ କରାଯାଇଚି। ଏହାକୁ ବିରୋଧ କରି କାନାଡାର ରାଜଧାନୀ ଓଟାୱାରେ ଲୋକେ ବଡ ଧରଣର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି କାନାଡାର…

ୟୁକ୍ରେନ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲା ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଟଳିବାର ବାଟ ଫିଟିଛି। ସାରା ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ଏବେ ରୁଷ ବଡ଼ ପଦକ୍ଷେପ ନେଇଛି। ୟୁକ୍ରେନ ସୀମାନ୍ତରେ ରୁଷ ଠୁଳ କରିଥିବା ପ୍ରାୟ ୧ ଲକ୍ଷ ୩୦ ହଜାର ସୈନ୍ୟଙ୍କ ମଧ୍ୟରୁ ଆଜି କିଛି ଯବାନଙ୍କୁ ନିଜ…