Browsing Category

ବିଦେଶ

ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି

ନୂଆଦିଲ୍ଲୀ: ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ। କିନ୍ତୁ ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି । ୟୁକ୍ରେନ୍‌ ଉପରେ ଲହୁଲୁହାଣ ଆକ୍ରମଣର ସପ୍ତାହେ ପରେ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭ୍‌ରଭ ଏହା କହିଛନ୍ତି। ପଶ୍ଚିମ ଦେଶମାନଙ୍କର ଖଳ…

ୟୁକ୍ରେନ୍‌ର ନବନିର୍ମାଣଲାଗି ସବୁ ଅର୍ଥ ଋଷ ହିଁ ଦେବ – ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍‌ର ନବନିର୍ମାଣ ହେବ। ଯୁଦ୍ଧରେ ନଷ୍ଠ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସଂସ୍ଥା ଗୁଡ଼ିକୁ ପୁଣିଥରେ ଗଢ଼ାଯିବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି…

ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଛନ୍ତି : ବାଇଡ଼େନ

ୱାଶିଂଟନ୍‌: ରୁଷକୁ ନାଲିଆଖି ଦେଖାଇଲା ଆମେରିକା। ଆହୁରି କଠୋର ହେଲା ୱାଶିଂଟନ୍‌। ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି…

ୟୁକ୍ରେନର ରାଷ୍ଟ୍ରପତି ହେବେ ଭିକ୍ଟୋର ୟାନୁକୋଭିଚ୍‌! ରୁଷ ଚଳାଇଛି ଷଡ଼ଯନ୍ତ୍ର

ମସ୍କୋ: ୟୁକ୍ରେନ ବିରୋଧରେ ରୁଷ ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି। ଦେଶର ରାଜଧାନୀ କିଭ୍‌କୁ ଦଖଲ କରି ରୁଷ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଅତି ନିକଟରେ ପହଞ୍ଚି ଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଗାଦିଚ୍ୟୁତ କରି ରୁଷ ଏଠାରେ ନିଜ ଇସାରରେ ସରକାର ଗଠନ…

ୟୁକ୍ରେନର ଖେରସନ ସହରକୁ ଦଖଲ କଲା ରୁଷ

ମସ୍କୋ: ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ…

ବଡ଼ଧରଣର ଏୟାରଷ୍ଟ୍ରାଇକ କରିବ ରୁଷ ! ଟାର୍ଗେଟରେ କିଭ, ଖାରକିଭ ସମେତ ୫ ସହର

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି।…

ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା : ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୭ମ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।…

ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ରୁଷିଆକୁ ବିତାଡ଼ିତ କରାଯିବ : ବ୍ରିଟେନ

କିବ୍ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ଏକ ବଡ଼…

୬ ଦିନରେ ୟୁକ୍ରେନ ଛାଡ଼ିଲେଣି ୬,୬୦,୦୦୦ ଲୋକ

ଜେନେଭା: ରୁଷର ହମଲା ୟୁକ୍ରେନ ଉପରେ ଜାରି ରହିଛି। ବିଶେଷ କରି କିଭ୍‌ ଓ ଖାରକିଭ୍‌ରେ ରୁଷ ମିସାଇଲ ଓ ରକେଟ ମାଡ଼ କରି ସ୍ଥିତିକୁ ବେହାଲ କରିଦେଇଛି। ବିଭିନ୍ନ ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ ହେଉଥିବାରୁ ଲୋକମାନେ ଭୟରେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି।ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଥିବା…

ୟୁରୋପୀୟ ୟୁନିୟନରେ ଭାବବିହ୍ୱଳ ହେଲେ ଜେଲେନସ୍କି

କିଭ୍‌: ରୁଷର ଘନଘନ ହମଲାରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଲଢ଼େଇ ଜାରି ରଖିଛି। ନାଟୋ ଓ ୟୁରୋପୀୟ ୟୁନିୟନରେ ୟୁକ୍ରେନ ସାମିଲ ହେବାକୁ ଚାହୁଁଥିବାରୁ ଏହାକୁ ବିରୋଧ କରି ରୁଷ କିଭ୍‌ ଉପରେ ହମଲା କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ୬ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ବି ପଛକୁ…