Browsing Category

ବିଦେଶ

ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ, କାଲିଠାରୁ ବ୍ୟବହାର ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ୮୦ମିଲିୟନ ଲୋକ ବ୍ୟବହାର କରିପାରି‌ବେ ନାହିଁ ଇନଷ୍ଟାଗ୍ରାମ୍। ତେବେ ଭାରତରେ ନୁହେଁ ବରଂ ରୁଷରେ ଆସନ୍ତାକାଲିଠୁ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣାପଡ଼ିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ନେଇ କରାଯାଇଥିବା ପୋଷ୍ଟକୁ…

ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ

କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଜେଲେନସ୍କି ରୁଷୀୟ ଯବାନଙ୍କ ମାଆମାନଙ୍କୁ ନିବେଦନ କଲେ ନିଜ ନିଜ ପିଲାମାନଙ୍କୁ ଯୁଦ୍ଧକୁ ନପଠାଇବା ପାଇଁ

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଲେ ଆକୁଳ ନିବେଦନ। ଶାନ୍ତି ଆଲୋଚନା ବିଫଳ ପରେ ରୁଷ ସେନା ଆକ୍ରମଣ ତୀବ୍ର କରିଥିବା ‌ବେଳେ ଏବେ ଜେଲେନସ୍କି ରୁଷୀୟ ଯବାନଙ୍କ ପରିବାରକୁ ଏକ ନିବେଦନ କରିଛନ୍ତି। ଜେଲେନସ୍କି ସୈନିକମାନଙ୍କ ମା’ମାନଙ୍କୁ ନିବେଦନ କରିଛନ୍ତି ଯେ,…

ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ

କିଭ୍‌: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର…

ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି – ବାଇଡ଼େନ

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ…

ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ

ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।୫୦…

ରାଫେଲକୁ ଟକ୍କର ଦେବାଲାଗି ଚୀନଠାରୁ ପାକିସ୍ତାନ କିଣିଲା ଜେ-୧୦ସି

ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ…

ଆମେ ପାଲଟା କଟକଣା ଲଗାଇଲେ ପରିସ୍ଥିତି ଅସମ୍ଭାଳ ହେବ : ପୁଟିନ

ନୂଆଦିଲ୍ଲୀ: ପଶ୍ଚିମ ଦେଶକୁ ଧମକାଇଲା ରୁଷ। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ ପଶ୍ଚିମ ଦେଶମାନେ ମିଳିତ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ବିରୋଧରେ ମୁହଁ ଖୋଲିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମରି ପୁଟିନ। ସେ କହିଛନ୍ତି ଯେ, ଆମେ ପାଲଟା କଟକଣା ଲଗାଇଲେ…

୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ

କିଭ୍: ୟୁକ୍ରେନ୍‌ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍‌ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ମନ୍ତ୍ରାଳୟ…

ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଲେ ଜେଲେନସ୍କି

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ…