Browsing Category

ବିଦେଶ

ୟୁକ୍ରେନରେ ଯୁଦ୍ଧରେ ନିହତ ଶିଶୁମାନଙ୍କ ପାଇଁ ଶୋକ ପାଳନ

କିବ୍‌: ମୃତ ଦେଶବାସୀଙ୍କ ପ୍ରତି ୟୁକ୍ରେନ୍‌ ଶୋକ ପାଳନ କରୁଥିବା ବେଳେ ରୁଷୀୟ ଆକ୍ରମଣ ପରଠାରୁ ନିହତ ହୋଇଥିବା ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଲିଭିଭ୍‌ ନଗରୀର ମଧ୍ୟ ଭାଗରେ ଥିବା ‘ସେଣ୍ଟ୍ରାଲ୍‌ ସ୍କ୍ବାୟାର୍‌’ରେ ବହୁସଂଖ୍ୟକ ଖାଲି ‘ଷ୍ଟ୍ରୋଲର୍‌’…

ଇମ୍ରାନ ଖାନ ସହଯୋଗୀ ଦଳମାନଙ୍କୁ ନବୁଝାଇଲେ ସରକାର ଭାଙ୍ଗିବା ନିଶ୍ଚିତ

ଇସ୍‌ଲାମାବାଦ: ଇମ୍ରାନ ଖାନ ସରକାରଙ୍କ ପାଇଁ ଖରାପ ସମୟ ଆରମ୍ଭ ହୋଇଯାଇଛି ଓ ସେ ଅଳ୍ପ ଦିନର ଅତିଥି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍-କାୟଦ (ପିଏମ୍ଏଲ୍-କ୍ୟୁ)ର ମୁଖ୍ୟ ଚୌଧୁରୀ ପରଭେଜ୍ ଇଲାହୀ ଏହା କହିଛନ୍ତି।ଇଲାହୀ କହିଛନ୍ତି- ମୋ ଅନୁସାରେ ଏହି ସରକାର ୧୦୦ ପ୍ରତିଶତ ସମସ୍ୟାରେ ଅଛି, ଏବେ…

ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭ ଉପରେ ଋଷର ବଡ଼ଧରଣ ଆକ୍ରମଣ

କିଭ୍‌: ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭ ଉପରେ ହମଲା କରି ଆରମ୍ଭ କରିଦେଇଛି ରୁଷ। ପୂର୍ବରୁ ରାଜଧାନୀ କିଭ୍‌ ସହ ଅନେକ ବଡ଼ ବଡ଼ ସହର ଉପରେ ରୁଷ ହମଲା କରିଥିଲା। ହେଲେ ଲଭିଭ ଉପରେ ବଡ଼ଧରଣର ହମଲା କରାଯାଇ ନଥିଲା। ଏବେ କିନ୍ତୁ ରୁଷ ମିସାଇଲ ମାଡ଼ରେ ଦୋହଲିଛି ଲଭିଭ। ଲଭିଭ ଏୟାରପୋର୍ଟର…

ଆମେରିକାକୁ ଖୋଲା ଚେତାବନୀ ଦେଲେ ପୁଟିନଙ୍କ ସହଯୋଗୀ

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ଆମେରିକାକୁ ସିଧାସଳଖ ଟାର୍ଗେଟ କରିଛି। ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଉଛନ୍ତି। ହେଲେ ଆମେରିକା ନେତୃତ୍ୱାଧୀନ ଫୋର୍ସକୁ ରୁଷ ସେମାନଙ୍କ ସ୍ଥାନ ଦେଖାଇ ଉଚିତ ଜବାବ ଦେବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର…

ୟୁକ୍ରେନ ଆକାଶକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କର, ନଚେତ ଆମକୁ ଯୁଦ୍ଧ ବିମାନ ଦିଅ : ଜେଲେନସ୍କି

ଓ୍ବାସିଂଟନ : ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆମେରିକା କଂଗ୍ରେସର ମିଳିତ ସଦନକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଆମେରିକୀୟ ସାଂସଦମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ନିଜର ଅଭିଭାଷଣରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି ଯେ…

ଯୁଦ୍ଧ ଯୋଗୁ ୟୁକ୍ରେନ ଛାଡ଼ିଲେଣି ୩୦ ଲକ୍ଷରୁ ଅଧିକ ଲୋକ

ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ତମ ଦିନରେ ପହଞ୍ଚିଛି। ଏହି ୨୦ ଦିନ ମଧ୍ୟରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି। ଏ ସମ୍ପର୍କରେ ଆଜି ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର…

ଚୀନରେ ପୁଣି କରୋନା ବିସ୍ଫୋରଣ, ୧ କୋଟିରୁ ଅଧିକ ଲୋକ ଗୃହବନ୍ଦି

ବେଜିଂ: ଚୀନ୍‌ରେ ପୁଣି ଫୁଟିଲା କରୋନା ବୋମା। ଦ୍ରୁତ ଗତିରେ ମାଡିଲା ମହାମାରୀ। ଚୀନରେ ଦିନକ ମଧ୍ୟରେ ସର୍ବାଧିକ ୫୨୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭଠାରୁ ଏଯାବତ୍ ଏଠାରେ ଏହା ହେଉଛି ସର୍ବାଧତ୍କ ଦୈନିକ ପଜିଟିଭ ସଂଖ୍ୟା।ଏନ୍‌ଏଚ୍‌ସି ଅନୁସାରେ, ଏଠାରେ କରୋନାର…

ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଶରଣାର୍ଥୀଙ୍କୁ କରିବ ସ୍ୱାଗତ

କିଭ୍‌: ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା…

ଚାଇନାକୁ ଧମକ ଦେଲା ଆମେରିକା, କହିଲା ରୁଷକୁ ସହଯୋଗ କଲେ ଭୋଗିବ ପରିଣାମ

ୱାଶିଂଟନ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଚାଇନାର ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି। ରୁଷର ଯୁଦ୍ଧଖୋର ଆଚରଣକୁ ରୋକିବା ପାଇଁ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ହେଲେ ଚାଇନା ସରକାର ରୁଷର ସହାୟତା କରିବାକୁ ଆଗେଇ ଆସିଥିବା ଖବର…

ରୁଷର ହମଲା: କେବଳ ମାରିୟୁପୋଲରେ ୨୫ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ରୁଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ଓ ରକେଟ ମାଡ଼ କରୁଥିବାରୁ ସଧାରଣ ଲୋକ ମୃତାହତ ହେଉଛନ୍ତି। ଏସବୁ ଭିତରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ରୁଷ କରିଥିବା ହମଲାରେ ଏଯାଏ…