Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ ପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସ ଚାଲିଥିବାବେଳେ ଉତ୍ତର କୋରିଆ ନିଜର ଆତ୍ମଘାତୀ ଡ୍ରୋନ ପରୀକ୍ଷା କରିଛି ।କିମ୍!-->…
ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି
କିବ୍ : ଗତ ଅଢ଼େଇ ବର୍ଷ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଭୟ ଦେଶ ଗସ୍ତ ପରେ ସ୍ଥିତିରେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିବାର!-->…
ବାଦଲଫଟା ବର୍ଷା: ୧୧ ମୃତ, ବନ୍ୟାରେ ଭାସିଯାଇ ୧୪ ନିଖୋଜ
ବେଜିଂ: ବାଦଲଫଟା ବର୍ଷା ଚୀନ୍ର ଲିଆଓନିଂ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବିପର୍ଯ୍ୟୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ବହୁ କୋଠା ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଲିଆଓନିଙ୍ଗ ପ୍ରଦେଶର!-->…
ଢାକାର ପ୍ରାଚୀନ ମନ୍ଦିରକୁ ସୁରକ୍ଷା ଦେବାକୁ ଏକଜୁଟ ହେଲେ ହିନ୍ଦୁ-ମୁସଲମାନ
ଢାକା: ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସହିତ ମନ୍ଦିର ଭଙ୍ଗାରୁଜା ହୋଇଥିଲା। କିନ୍ତୁ ସ୍ଥାନୀୟ ମୁସଲମାନମାନେ ଏବେ ମନ୍ଦିରଗୁଡିକର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନେ ହିନ୍ଦୁମାନଙ୍କ!-->…
ଆଫ୍ରିକାର ୧୩ଟି ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଏମ୍ ପକ୍ସ, ଗଲାଣି ୫୨୪ ଜଣଙ୍କ ଜୀବନ
କରୋନା ଭଳି ମାରାତ୍ମକ ହେବ କି ଏମ୍ –ପକ୍ସ । ଏଭଳି ଆଶଙ୍କା ସୃଷ୍ଟି ହେଲାଣି । ୧୩ଟି ରାଷ୍ଟ୍ରରେ ଏହା ଆତଙ୍କ ସୃଷ୍ଟି କଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏମ୍ -ପକ୍ସକୁ ବିଶ୍ୱରେ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିସାରିଛି । ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ।!-->…
ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ୧୯ ମୃତ
ଗାଜା: ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି।
ଗାଜାର ଅଲ୍-ଆକ୍ସା ହସପିଟାଲ ଅନୁଯାୟୀ, ଇସ୍ରାଏଲ ରବିବାର ସକାଳେ ଡେଇର ଅଲ-ବାଲାହରେ ଥିବା ଏକ ଘର ଉପରେ ବୋମା ମାଡ଼!-->!-->!-->…
ଶେଖ ହସିନାଙ୍କ ମନ୍ତବ୍ୟ ନେଇ ଭାରତକୁ ବାଂଲାଦେଶର ଚେତାବନୀ
ଢାକା: ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଇଥିବା ମନ୍ତବ୍ୟକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।!-->…
ବାଂଲାଦେଶର ପୂର୍ବତନ ଆଇନ୍ ମନ୍ତ୍ରୀଙ୍କ ସମେତ ଦୁଇ ଗିରଫ
ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଭାରତରେ ଆତ୍ମଗୋପନ କରିଛନ୍ତି ଶେଖ ହସିନା । ଇତି ମଧ୍ୟରେ ତାଙ୍କ ଦଳ ଆବାମୀ ଲିଗ୍ର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପଶୁ ପରି ନିର୍ଯାତନା ଦିଆଯାଉଛି। ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ଆଉ!-->…
ବାଂଲାଦେଶ ହିଂସା: ଢାକେଶ୍ୱରୀ ମନ୍ଦିର ଗଲେ ମହମ୍ମଦ ୟୁନୁସ, ହିନ୍ଦୁ ନେତାଙ୍କ ସହ କଲେ ଆଲୋଚନା
ବାଂଲାଦେଶରେ ଥିବା ହିନ୍ଦୁ ନେତାମାନଙ୍କୁ ଭେଟିଛନ୍ତି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ। ସେ ଢାକା ସ୍ଥିତ ଢାକେଶ୍ୱରୀ ମନ୍ଦିନକୁ ଯାଇ ହିନ୍ଦୁ ନେତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି। ଏଥିସହ ସମସ୍ତଙ୍କୁ ସମାନ ଅଧିକାରର ବାର୍ତ୍ତା ଦେଇଛନ୍ତି।
ଦେଶରେ!-->!-->!-->…