Browsing Category

ବିଦେଶ

ଚୀନ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଲେ ଏଲନ ମସ୍କ

ଭାରତ ଗସ୍ତ ବାତିଲ ମଧ୍ୟରେ ଚୀନ ଯାତ୍ରା କରିଛନ୍ତି ବିଶ୍ୱର ଅରବପତି ତଥା ଟେସଲା ସିଇଓ ଏଲନ ମସ୍କ। ଗତକାଲି ସେ ଅଚାନକ ବେଜିଂରେ ପହଞ୍ଚି ପ୍ରିମିୟର (ଚୀନ୍ ସରକାରର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ) ଲି କିଆଙ୍ଗଙ୍କୁ ଭେଟିଛନ୍ତି। ଏନେଇ ଚୀନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସୂଚନା ମିଳିଛି। …

‘ମୋ ପତ୍ନୀଙ୍କୁ ଟଏଲେଟ କ୍ଲିନର ମିଶା ଖାଦ୍ୟ ଦିଆଯାଇଛି’

ଇସଲାମାବାଦ : ମୋ ପତ୍ନୀଙ୍କ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଖାଇବାକୁ ଦିଆଯାଉଛି। ଏଥିପାଇଁ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡିଛି। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।ଜେଲ୍‌ରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ…

ଏଲନ ମସ୍କଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଆସିବେ ନାହିଁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତଙ୍କ ମଧ୍ୟରେ ଅନ୍ୟତମ ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କ ଦୁଇ ଦିନିଆର ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏପ୍ରିଲ ୨୧ ଓ ୨୨ରେ ଏଲନ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର…

ଅଶାନ୍ତ ମଧ୍ୟପ୍ରାଚ୍ୟ; ଇରାନ ଉପରେ ପୁଣି ଇସ୍ରାଏଲର ମିସାଇଲ ମାଡ଼

ତେହେରାନ : ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା। କିଛି ଦିନର ବିରତି ପରେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆଜି ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଛି।ଇରାନର ଇସ୍‌ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍‌…

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ ଦେଇଥିଲା, ଯାହା ପରେ ଦେଶ ଯେମିତି ସ୍ଥିର ହୋଇଗଲା। ପ୍ରବଳ ବର୍ଷା ପରେ ଅନେକ ବିମାନ ବାତିଲ କରାଯାଇଥିଲା ଏବଂ ସ୍କୁଲ, କଲେଜ, ବିଭିନ୍ନ…

କେନ୍ଦ୍ରୀୟ ଗାଜାରେ ହମାସର ୪୦ଟି ଟାର୍ଗେଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ସକାଳେ କହିଛି ଯେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ ସେନା ରକେଟ୍‌ ଲଞ୍ଚର ଏବଂ ହମାସ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଛି।ଇସ୍ରାଏଲ ସୈନ୍ୟଙ୍କ ନିକଟରେ ଏକ ସଶସ୍ତ୍ର ଡ୍ରୋନ୍‌ ଚଳାଉଥିବା ହମାସ ସ୍କ୍ଵାଡ୍‌…

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ରେ ମୋଦି

ନୂଆଦିଲ୍ଲୀ : ଭାରତର ତତ୍‌ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜ୍‌ଓ୍ୱିକ୍‌କୁ ସେ ଦେଇଛନ୍ତି ସାକ୍ଷାତକାର। ଏହି ସମୟରେ ସେ ଚାଇନା…

ୟୁକ୍ରେନରେ ସୈନ୍ୟ ଅଭାବ, ବାଧ୍ୟତାମୂଳକ ହେଲା ସେନାରେ ଯୋଗଦାନ

କିବ: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ସହ ଲଢ଼େଇ କରିବା ପରେ ଯୁଦ୍ଧ କ୍ଷେତ୍ରରେ ହଜାର ହଜାର ୟୁକ୍ରେନ୍ ସୈନିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଏବେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ୟୁକ୍ରେନର ସଂସଦରେ ଗୁରୁବାର ଏକ ବିବାଦୀୟ ଆଇନକୁ ଅନୁମୋଦନ ମିଳିଛି,…

ଆମେରିକାରେ ଦୃଶ୍ୟମାନ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ

ଉତ୍ତର ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ। କିଛି ସମୟ ପାଇଁ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କୁ ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକଶାଖି ହୋଇଛନ୍ତି ଆମେରିକା, କାନାଡ଼ା ଓ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇୱାନ; ସୁନାମୀ ଆଲର୍ଟ ଜାରି

ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି । ଗତ ୨୫ ବର୍ଷରେ ଏହା ତାଇୱାନରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି।…