Browsing Category

ବିଦେଶ

ଜାପାନ: ନୂଆ ରକେଟର ପ୍ରଥମ ମିଶନ ବିଫଳ…

ଜାପାନର ସ୍ପେସ୍ ଏଜେନ୍ସି ‘ଜାକସା (JAXA)’ ଅର୍ଥାତ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିକୁ ମଙ୍ଗଳବାର ବହୁତ କ୍ଷତି ସହିବାକୁ ପଡ଼ିଛି। ଏହାର ନୂଆ ରକେଟ୍ H3 ନିଜର ପ୍ରଥମ ଉଡ଼ାଣରେ ଫେଲ ହୋଇଯାଇଛି। ଏହା ଏକ ମଧ୍ୟମ ଲିଫ୍ଟ ରକେଟ୍ ଥିଲା, ଯାହାର ଉତକ୍ଷେପଣ ସଠିକ୍ ହୋଇଥିଲା ବେଳେ…

ଢାକା: ବିଲ୍‌ଡିଂରେ ବିସ୍ଫୋରଣ; ୧୪ ମୃତ, ୧୦୦ରୁ ଅଧିକ ଆହତ…

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ୭ ମହଲା କୋଠାରେ ମଙ୍ଗଳବାର ଅପରାହ୍ଣରେ ବିସ୍ଫୋରଣ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟରୁ ପ୍ରକାଶ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୫୦ରେ ହୋଇଥିବା ଏହି ବିସ୍ଫୋରଣ ପରେ ଅନେକ ଦମକଳ…

ପାକିସ୍ତାନ ନେତାଙ୍କୁ ଚପଲରେ ପିଟୁଛନ୍ତି ଲୋକେ !

ଇସ୍ଲାମାବାଦ : ପାକିସ୍ତାନରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଏବଂ ଲୋକଙ୍କ ହିନସ୍ତା କହିଲେ ନ ସରେ । ଅଟା ଓ ଡାଲି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତ ବଢିଯାଇଛି, ତାସହିତ ବଜାରରେ ଏଗୁଡ଼ିକର ଅଭାବ ମଧ୍ୟ ଦେଖାଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷର…

ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ବନ୍ଦ ହେଲା ଆରି ନିଉଜ୍ ଚ୍ୟାନେଲ…

ଇସଲାମାବାଦ: ବନ୍ଦ ହେଲା ପାକିସ୍ତାନର ଆରି ନିଉଜ୍ ଚ୍ୟାନେଲ। ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ପାକିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ଆରି ଟିଭିକୁ ଆଜି ବନ୍ଦ କରି ଦିଆଯାଇଛି। ରବିବାର ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ ହେଉଥିବା ଦେଖି ଗଣମାଧ୍ୟମ…

ଭାରତରେ ଗର୍ଜିଲେ ଇରାନୀ ମହିଳା, ନିଜ ଦେଶ ବିରୋଧରେ ଧାରଣା ଦେଲେ

ନୂଆଦିଲ୍ଲୀ : ନାବାଳିକାଙ୍କୁ ତଥା ମହିଳାଙ୍କୁ ଶିକ୍ଷାଠୁ ଦୂରେଇ ରଖିବା ନିମନ୍ତେ ଇରାନରେ ହେଉଥିବା ଅମାନବୀୟ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ନାବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କେତେବେଳେ ସେମାନଙ୍କ ଖାଦ୍ୟରେ ବିଷ ଦିଆଯାଉଛି ତ କେତେବେଳେ ସେମାନଙ୍କ ଉପରକୁ ରସାୟନିକ…

ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୁଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୁଲିସ ପହଞ୍ଚିବା ପରେ ଏମିତି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୁଲିସ ଗିରଫ ପରୱାନା ନେଇଇମ୍ରାନଙ୍କ ଘରକୁ ଯାଇଛି। କିଛି…

କୋଭିଡ୍‌ ଉତ୍ପତ୍ତି ବିଷୟରେ ସତ କୁହନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…

ଜିନିଭା: କୋଭିଡ୍‌-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି। ଚୀନ୍‌ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍‌-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍‌ ଲିକ୍‌’…

ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ…

ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି…

ପାକିସ୍ତାନରେ ସାଂଘାତିକ ସ୍ଥିତି: ଓଳିଏ ରୋଷେଇ, ପିଲାଙ୍କ ପାଠପଢ଼ା ବନ୍ଦ

ନୂଆଦିଲ୍ଲୀ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଓଳିଏ ରୋଷେଇ କରି ତାହାକୁ ତିନି ବେଳା…

ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା

କିଭ୍‌ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ…