Browsing Category

ବିଦେଶ

ଫାର୍ମରେ ଭୟଙ୍କର ବିସ୍ଫୋରଣ, ୧୮ ହଜାର ଗାଈ ମୃତ

ଟେକ୍ସାସର ସାଉଥଫର୍କ ଡାଏରୀ ଫାର୍ମରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଛି। ଗତ ମଙ୍ଗଳବାର ଏହି ଘଟଣା ଘଟିଛି। ଏହି ଡାଏରୀ ଫାର୍ମଟି ଏକ ପରିବାରର। ତେବେ କେଉଁ କାରଣରୁ ଫାର୍ମରେ ଏମିତି ଏକ ଅଘଟଣ ଘଟିଗଲା, ସେ ବିଷୟରେ କିଛି ଜଣାପଡ଼ି ନାହିଁ। ଫାର୍ମର…

ଗୁପ୍ତ କାଗଜପତ୍ର ଲିକ୍‌ ଘଟଣାରେ ‘ନ୍ୟାସ୍‌ନାଲ୍‌ ଗାର୍ଡସ୍‌ମ୍ୟାନ୍‌’ଙ୍କୁ ଗିରଫ କଲା ଆମେରିକା…

ୱାସିଂଟନ୍‌: ଅତ୍ୟନ୍ତ ଗୋପନୀୟ ସେନା କାଗଜପତ୍ର ଲିକ୍‌ ଘଟଣାରେ ଗୁରୁବାର ଦିନ ‘ଦି ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ଏଫ୍‌ବିଆଇ) ‘ୟୁଏସ୍‌ ଏୟାର୍‌ ନ୍ୟାସ୍‌ନାଲ୍‌ ଗାର୍ଡ’ର ୨୧ ବର୍ଷିୟ ସୈନିକ ଜ୍ୟାକ୍‌ ଡଗ୍‌ଲାସ୍‌ ଟିଜିରାଙ୍କୁ ଗିରଫ କରିଛି। ମାସାଚ୍ୟୁସେଟ୍‌ ଅନ୍ତର୍ଗତ…

ଦୀର୍ଘ ୭ ଘଣ୍ଟା କାଳ ଠକେଇ ମାମଲା ପ୍ରଶ୍ନର ଉତ୍ତର ଦେଲେ ଟ୍ରମ୍ପ୍‌…

ନ୍ୟୁୟର୍କ: କମ୍ପାନି ବ୍ୟବସାୟ ଠକେଇ ମାମଲାରେ ଗୁରୁବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନିଜ ମାଲିକାନାରେ ଥିବା କମ୍ପାନିର ବ୍ୟବସାୟ ସଂକ୍ରାନ୍ତରେ ଚାଲିଥିବା ମାମଲାର ଏହା ଥିଲା ଦ୍ବିତୀୟ…

ରୁଷୀୟ ସୈନିକମାନେ ଘରକରଣା ସାମଗ୍ରୀ ସମେତ ‘ଟଏଲେଟ୍‌ ବାଉଲ୍‌’ ମଧ୍ୟ ଚୋରି କରିଛନ୍ତି : ୟୁକ୍ରେନ୍‌ ଉପବୈଦେଶିକ…

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ରୁଷୀୟ ସୈନିକମାନେ ବିଭିନ୍ନ ଘରକରଣା ସାମଗ୍ରୀ ଏମିତିକି ‘ଟଏଲେଟ୍‌ ବାଉଲ୍‌’ (ପାନ୍‌) ଚୋରାଇ ନେଉଥିବା କଥା ନିଜ ନିଜର ସ୍ତ୍ରୀ ଓ ମା’ଙ୍କୁ ଫୋନ୍‌ରେ କହିଥିବା କଥା ଭାରତ ଗସ୍ତରେ ଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ…

ଅଧିକ ମାନବୀୟ ସହାୟତା ଲୋଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ: ଅଧିକ ମାନବୀୟ ସହାୟତା ନିମନ୍ତେ ଅନୁରୋଧ କରି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିବା କଥା ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତର ବୈଦେଶିକ…

ମିଆଁମାରରେ ସେନାର ଦମନଲୀଲା; ଆକାଶରୁ ହେଲା ବୋମା ମାଡ଼, ଶତାଧିକ ମୃତ

ରେଙ୍ଗୁନ : ମିଆଁମାରରେ ସେନା ରଚିଲା ଦମନଲୀଳା। ଆକାଶ ଉପରୁ କଲା ଆଖିବୁଜା ଗୁଳି ମାଡ଼। ଏଥିରେ ପ୍ରାୟ ଶତାଧିକ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଇଥିବା ବେଳେ ସେଥିରେ ଛୋଟ ପିଲା, ମହିଳା ବି ସାମିଲ ଅଛନ୍ତି । ଏପରି ଏକ ଅମାନବୀୟ ଘଟଣା ମିଆଁମାର ସେନା ଗତକାଲି ଘଟାଇଥିବା ବେଳେ ଏହାକୁ ଜାତିସଂଘ…

‘ଭାରତ ବିଶ୍ବଗୁରୁ ଭାବେ ଦୁର୍ଦ୍ଦିନରେ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ’

ନୂଆଦିଲ୍ଲୀ : ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା ‌କହିଛନ୍ତି।ସୋମବାର…

ପୁଣି ଗୋଟାଏ ଆଣବିକ ଅସ୍ତ୍ରବାହୀ ‘ବୁଡ଼ା ଡ୍ରୋନ୍‌’ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌: ଉତ୍ତର କୋରିଆ ପୁଣି ଗୋଟାଏ ପାଣି ଭିତରେ ଥାଇ ଆକ୍ରମଣ କରିପାରୁଥିବା ଆଣବିକ ଅସ୍ତ୍ରବାହୀ ଡ୍ରୋନ୍‌ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି। ‘କେସିଏନ୍‌ଏ’ ରିପୋର୍ଟରେ ଉଲ୍ଲେଖ ଅଛି, ୪ରୁ ୭ ଏପ୍ରିଲ୍‌ ଭିତରେ ଉତ୍ତର କୋରିଆ ପାଣି…

କୋଭିଡ୍‌ ଉତ୍ପତ୍ତି ବୁଝି ହେବା ଭଳି ତଥ୍ୟାବଳି ବେଜିଙ୍ଗ୍‌ ପାଖରେ ଅଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ଅନ୍ୟମାନଙ୍କ ଅପେକ୍ଷା କୋଭିଡ୍‌ ଉତ୍ପତ୍ତି ସଂକ୍ରାନ୍ତରେ ଚୀନ୍‌ ପାଖରେ ଅଧିକ ତଥ୍ୟାବଳି ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁନିଶ୍ଚିତ ବୋଲି ଡାକ୍ତର ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ଚୀନ୍‌ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ନ…

ନିପ୍ପନ ଷ୍ଟିଲ୍‌ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି ।…