Browsing Category

ବିଦେଶ

କ୍ରେମଲିନ ଉପରେ ହମଲା ଉଦ୍ୟମ: ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୨୪ ମୃତ

ମସ୍କୋ : କ୍ରେମଲିନ ଉପରେ ଆକ୍ରମଣ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କିଭ୍‌ ବିରୋଧରେ ରୁଷ ଆକ୍ରମଣକୁ ଆହୁରି ଜୋରଦାର କରିଛି।ମସ୍କୋ ପକ୍ଷରୁ…

ଗାଜାର ହମାସ୍‌ କ୍ୟାମ୍ପ୍‌ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍‌

ଜେରୁଜେଲମ୍‌: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ  ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍‌ରେ ଇସ୍ରାଏଲ୍‌ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ କରିଛି। ଗାଜାରୁ…

ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପରିସରକୁ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି। ମେଟ୍ରୋପଲିଟାନ୍‌ ପୁଲିସର ମୁଖ୍ୟ…

କାନାଡାର ମୋଷ୍ଟୱାଣ୍ଟେଡ ପଳାତକ ତାଲିକାରେ ଗୋଲ୍ଡୀ ବ୍ରାର୍‌ର ନାଁ

ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋଲ୍ଡୀ ବ୍ରାରର ଅଡ଼ୁଆ ବଢ଼ିଛି। କାନାଡା ସରକାର ଜାରି କରିଥିବା ୨୫ ଜଣିଆ ମୋଷ୍ଟ ୱାଣ୍ଟେଡ ପଳାତକ ତାଲିକାରେ ତା’ର ନାଁ ରହିଛି।ଗୋଲ୍ଡୀର ନାଁକୁ ଓଟ୍ଟାୱାରରେ ଥିବା…

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ…

ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌…

ଜୋ ବାଇଡେନ୍‌ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ, ସାହସୀ କିନ୍ତୁ ଦାୟିତ୍ବହୀନ: କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ସ୍ବାକ୍ଷର କରିଥିବା ନୂଆ ଆଣବିକ ଅସ୍ତ୍ର ରାଜିନାମା ପ୍ରତି ଚେତାବନୀ ଦେବା ସହିତ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ…

ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ

ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି…

ପ୍ଲାଷ୍ଟିକରୁ ଇଟା ତିଆରି କଲେ ଯୁବତୀ…

ନାଇରୋବି: ପ୍ଲାଷ୍ଟିକ୍ କେତେ ବିପଜ୍ଜନକ, ଏହା ତ ଆପଣ ନିଶ୍ଚୟ ଜାଣିଥିବେ | ପ୍ଲାଷ୍ଟିକ ଯେଭଳି ଆମ ପରିବେଶକୁ ପ୍ରଦୂଷିତ କରୁଛି ତାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଯାଇଛନ୍ତି | ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଛି ଆଉ ଏହି…

ଉତ୍ତରକୋରିଆକୁ ସିଗାରେଟ ବିକିବାରୁ ଏହି କମ୍ପାନୀ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଲା ଆମେରିକା

ନ୍ୟୁୟର୍କ: ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଥିବା ଶତ୍ରୁତା ବାବଦରେ ତ ଆପଣ ଜାଣିଥିବେ | ଦୁଇଦେଶ ପରସ୍ପରକୁ ଅନେକ ସମୟରେ ଆକ୍ରମଣର ଧମକ ଦେଇଥାନ୍ତି | ଆମେରିକା ମନା କରିବା ସତ୍ତ୍ୱେ ଉତ୍ତର କୋରିଆ ଅନେକ ସମୟରେ ଯୁଦ୍ଧାସ୍ତ୍ରର ପରୀକ୍ଷା ମଧ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି…