Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆତଙ୍କୀ ଆକ୍ରମଣରେ ୪ ପାକ୍ ସୈନ୍ୟ ମୃତ
ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଝୋବ୍ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବୁଧବାର ଏକ ସେନା ଶିବିର ଉପରେ ଆକ୍ରମଣ କରିବା ଫଳରେ ୪ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ଆହତ ଅନ୍ୟ ୫ ସୈନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ତେବେ ଯବାନଙ୍କ ପାଲଟି!-->!-->!-->…
ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବିୟୋଗ
କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କର ବୁଧବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ବିରଳ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସୀତା ଦହଲ ବହୁତ ଦିନ ଧରି କାଠମାଣ୍ଡୁର ନୋର୍ଭିକ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
!-->!-->!-->…
ବିଶ୍ୱର ୭୩.୫ କୋଟି ଲୋକ କ୍ଷୁଧାର୍ଥ; ଜାତିସଂଘ ରିପୋର୍ଟ
ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ କରିବାକୁ ଜାତିସଂଘ ଯେଉଁ ଲକ୍ଷ୍ୟ!-->…
ନେପାଳରେ କ୍ରାଶ୍ ହୋଇଗଲା ହେଲିକପ୍ଟର, ଥିଲେ ୬ ଯାତ୍ରୀ
କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି!-->…
ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ
କାଲିଫର୍ଣ୍ଣିଆ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା ସହ ସେଥିରେ ଥିବା ୬!-->…
କାନାଡ଼ାରେ ଖାଲିସ୍ତାନ ସମର୍ଥକଙ୍କୁ କଡ଼ା ଜବାବ ଦେଲେ ଭାରତୀୟ, ଭାରତ ମାତା କି ଜୟ ନାରାରେ ସହର କମ୍ପିଲା
ଟୋରୋଣ୍ଟ : କାନାଡ଼ା ଟୋରୋଣ୍ଟର ସ୍ଥିତ ଭାରତୀୟ କନସୁଲେଟ(ବାଣିଜ୍ୟ ଦୂତାବାସ)ଙ୍କ କାର୍ଯ୍ୟାଳୟ ବାହାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଆଜି ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା!-->…
ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି
ଇସ୍ଲାମାବାଦ: ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ କହିଛନ୍ତି । ତରାର୍ କହିଛନ୍ତି ନୂଆ!-->…
ଆମେରିକୀୟ ଡ୍ରୋନ୍ର ରାସ୍ତା ରୋକିଲା ରୁଷୀୟ ଜେଟ୍
ଦାମାସ୍କସ: ସିରିୟାରେ ରୁଷର ତିନିଟି ଫାଇଟର୍ ଜେଟ୍ ବୁଧବାର ଆମେରିକାର ତିନିଟି ଏମ୍କ୍ୟୁ-୯ ଡ୍ରୋନ୍ର ରାସ୍ତା ରୋକିଛନ୍ତି । ଆମେରିକୀୟ ବାୟୁସେନା ଅନୁସାରେ ଡ୍ରୋନ୍ ଆଗରେ ରୁଷ୍ର ସୁଖୋଇ-୩୫ ଫାଇଟର୍ ଜେଟ୍ ପାରାଶୁଟ୍ରୁ ଫ୍ଲେୟର୍ସ ମାଡ଼ କରିବା ଫଳରେ ଡ୍ରୋନ୍ର ଫ୍ରଣ୍ଟ୍ ଭ୍ୟୁ ବ୍ଲକ୍!-->…
ପ୍ରିଗୋଜିନଙ୍କ ହତ୍ୟା ଯୋଜନା କରିସାରିଛନ୍ତି ପୁଟିନ୍ !
କିବ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିବା ପରେ ବେସରକାରୀ ସେନା ଓ୍ଵାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏପରି ଦାବି କରିଛନ୍ତି ୟୁକ୍ରେନର ସାମିରକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଡାନୋଭ । ସେ!-->…
ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର!-->…