Browsing Category

ବିଦେଶ

ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ : ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଜଳମଗ୍ନ ଭୂସ୍ଖଳନ ସୃଷ୍ଟି…

ସାଉଦିର ସର୍ବପ୍ରଥମ ମହାକାଶ ଅଭିଯାନରେ ଯିବେ ଜଣେ ସ୍ତନ-କର୍କଟରୋଗ ଗବେଷିକା ଓ ଜଣେ ଲଢୁଆ ବିମାନ ଚାଳକ…

କେପ୍‌ କନାଭେରାଲ୍‌: ‘ଏକ୍ସିଅମ୍‌ ସ୍ପେସ୍’ଦ୍ବାରା ଆୟୋଜିତ ବେସରକାରୀ ଅଭିଯାନରେ ଆଜି ଫ୍ଲୋରିଡାରୁ ଯିବାକୁ ଥିବା ମହାକାଶ ଯାନରେ ପ୍ରଥମ କରି ସାଉଦି ଆରବରୁ ୨ଜଣ ମହାକାଶଚାରୀ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାତ୍ରା କରିବେ। ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ତନ-କର୍କଟରୋଗ…

ମୁଁ ଆପଣଙ୍କ ‘ଅଟୋଗ୍ରାଫ୍‌’ ନେବି: ବାଇଡେନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ଲୋକପ୍ରିୟତା ଦେଖି ତାଙ୍କର ‘ଅଟୋଗ୍ରାଫ୍‌’ ନେବେ ବୋଲି ଶନିବାର ଦିନ ରହସ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ କହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ‘କ୍ବାଡ୍‌’ ବୈଠକ…

ଉତ୍ତର ମେକ୍ସିକୋ କାର୍‌ ସୋ’ରେ ଗୁଳିକାଣ୍ଡ: ୧୦ ପ୍ରତିଯୋଗୀ ନିହତ; ୯ ଆହତ

ସାନ୍‌ ଡିଏଗୋ: ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଶନିବାର ଅପରାହ୍ଣରେ ଉତ୍ତରାଞ୍ଚଳ ମେକ୍ସିକୋର ବାହା କାଲିଫର୍ଣ୍ଣିଆ‌ରେ ଆୟୋଜିତ କାର୍‌ ସୋ’ରେ ଭାଗ ନେଇଥିବା ୧୦ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିବା ସହିତ ଆଉ ୯ଜଣ ଆହତ ହୋଇଥିବା କଥା ‘ଷ୍ଟେଟ୍‌ ଆଟର୍ଣ୍ଣି ଜେନେରାଲ୍‌’ କାର୍ଯ୍ୟାଳୟ ସୂତ୍ରରୁ…

ୟୁକ୍ରେନୀୟ ସହର ବାକ୍‌ମୁଟ୍‌ ଦଖଲ କରିଥିବା କହିଲା ରୁଷ୍‌; ଦାବି ଅଗ୍ରାହ୍ୟ କଲା କିବ୍

ମସ୍କୋ: ୟୁକ୍ରେନର ପୂର୍ବାଞ୍ଚଳ ଅନ୍ତର୍ଗତ ପ୍ରମୁଖ ସହର ବାକ୍‌ମୁଟ୍‌କୁ ତାଙ୍କର ସୈନିକମାନେ ଦଖଲ କରିଥିବା କଥା ରୁଷୀୟ ଘରୋଇ ସେନା ‘ୱାଗ୍‌ନର୍‌  ଗ୍ରୁପ୍‌’ର ମୁଖ୍ୟ ଶନିବାର ଦିନ କହିଥିବା ବେଳେ ଲଢ଼େଇ ଚାଲିଛି କହି କିବ୍‌ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି। ‘ଟେଲିଗ୍ରାମ୍‌’ରେ ପୋଷ୍ଟ୍‌…

ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ : ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ଲଣ୍ଡନ…

ଭାରତ ମହାସାଗରରେ ବୁଡ଼ିଗଲା ଚୀନ ଜାହାଜ, ଲୋକଙ୍କ ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଚୀନ ନୌସେନାର ସହାୟତା ନିବେଦନକୁ ଗ୍ରହଣ କରି ନିଜର ବିଶାଳ ହୃଦୟ ଦେଖାଇଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଡ଼ିଯାଇଥିବା ଏକ ଚୀନ ଜାହାଜରୁ ୩୯ ଜଣଙ୍କୁ ଉଦ୍ଧାର କରି ଭାରତୀୟ ନୌସେନା ଶତ୍ରୁଠାରୁ ମଧ୍ୟ ପ୍ରସଂଶା ପାଇବାରେ…

ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି…

ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ ଭିତରକୁ ଦୌଡ଼ିଲେ ପିଟିଆଇ ନେତା…

ଇସଲାମାବାଦ : ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ବାହାରେ ଆଜି ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ କାର୍‌ ଭିତରୁ ଓହ୍ଲାଇ କୋର୍ଟ ଭିତରକୁ ଦୌଡ଼ିଛନ୍ତି ପିଟିଆଇ ନେତା ଫୱାଦ ଚୌଧୁରୀ।ଜାମିନରେ ମୁକିଳିବା ପରେ କାଳେ ପୁଣି ପୁଲିସ୍‌ ତାଙ୍କୁ ଗିରଫ କରିନେବ, ସେହି…

ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦେବା ପାଇଁ ପାକିସ୍ତାନ ସଂସଦରେ ହେଉଛି ଦାବି

ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ…