Browsing Category

ବିଦେଶ

ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍‌ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ

ନିଃସର୍ତ୍ତ ନିୟୁଜ :ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍‌ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି…

ରୁଷ ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ କ୍ଷତିଗ୍ରସ୍ତ

କିଏଭ୍ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଗୁରୁବାର ବନ୍ଦର ସହର ଓଡେସା ଉପରେ ରୁଷ୍ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଚୀନ୍ କନ୍‌ସୁଲେଟ୍ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଥିଲେ, ଏକ ବନ୍ଦର ସହର ଉପରେ…

ଯୀଶୁଙ୍କୁ ପାଇବାକୁ ଉପବାସ, ଗଲାଣି 403ଙ୍କ ଜୀବନ

ନୂଆଦିଲ୍ଲୀ : କେନିଆର ଏକ ଜଙ୍ଗଲରୁ ଉଦ୍ଧାର ହେଉଛି କୁଢ କୁଢ ଶବ। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 400 ପାର୍ କରିଥିବା ସୂଚନା। ମୃତଦେହଗୁଡିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅନୁଗାମୀମାନଙ୍କର ବୋଲି ଜଣାପଡିଛି। ଅନାହାରରେ ରହି ଏହି ଖ୍ରୀଷ୍ଟଧର୍ମୀ ଅନୁଗାମୀଙ୍କ ମୃତ୍ୟୁ…

ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ…

କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ…

ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଚୀନ

ଚୀନ୍‌ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ । ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଡ୍ରାଗନ । ଫାଇଟର ଜେଟ,…

ଶେଷ ହୋଇଗଲାଣି ୟୁକ୍ରେନର ଅସ୍ତ୍ରଶସ୍ତ୍ର, ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା

ଇସ୍ଲାମାବାଦ : ଏକ ଜରୁରୀକାଳୀନ ପାକିସ୍ତାନ ଗସ୍ତରେ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା । ଏହି ସମୟରେ ଅସ୍ତ୍ରଶସ୍ତ୍ର କ୍ରୟକୁ ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇପାରେ । ରୁଷ୍ ସହ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ୍ ସେନା ଆଜିକାଲି ଅସ୍ତ୍ରଶସ୍ତ୍ରର ଘୋର ଅଭାବ ସହ ସଂଘର୍ଷ…

ସ୍ୱିଡନରେ କୁରାନ ଜାଳିବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ

ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଲା ଭାରତ। ସ୍ୱିଡନରେ ପବିତ୍ର କୁରାନ ଜାଳିବା ଘଟଣାରେ ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଏକ ସଂକଳ୍ପ ଆଣିଛି। ଧାର୍ମିକ ଘୃଣା ସହ ଜଡ଼ିତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି। ପାକିସ୍ତାନର ଏହି ପ୍ରସ୍ତାବକୁ ମଧ୍ୟ ଭାରତ…

ଆତଙ୍କୀ ଆକ୍ରମଣରେ ୪ ପାକ୍ ସୈନ୍ୟ ମୃତ

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଝୋବ୍ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବୁଧବାର ଏକ ସେନା ଶିବିର ଉପରେ ଆକ୍ରମଣ କରିବା ଫଳରେ ୪ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ଆହତ ଅନ୍ୟ ୫ ସୈନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଯବାନଙ୍କ ପାଲଟି…

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବିୟୋଗ

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କର ବୁଧବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ବିରଳ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସୀତା ଦହଲ ବହୁତ ଦିନ ଧରି କାଠମାଣ୍ଡୁର ନୋର୍ଭିକ୍ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । …