Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇରାନ୍ ଉପରେ ବଡ଼ ଆକ୍ରମଣ ଯୋଜନାରେ ଇସ୍ରାଏଲ୍, ଗୁପ୍ତ ଡକ୍ୟୁମେଣ୍ଟ ଲିକ୍
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଇରାନ୍ ଉପରେ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଲିକ୍ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ଏଭଳି କିଛି ସଙ୍କେତ ମିଳିଛି। ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲର ଯୋଜନା!-->…
ଡ୍ରୋନ ଆକ୍ରମଣ ପରେ କହିଲେ ନେତନ୍ୟାହୁ – ଆମେ ଜିତିବୁ ଯୁଦ୍ଧ
ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦେଶ ଏହି ଯୁଦ୍ଧ ଜିତିବାକୁ ଯାଉଛି। ସାମାଜିକ ଗଣମାଧ୍ୟମରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ ହମାସର ୟାହ୍ୟା ସିନ୍ୱାରଙ୍କୁ କହିଛନ୍ତି, ସିନ୍ୱାର ହେଉଛନ୍ତି ଆତଙ୍କବାଦୀ କାର୍ଯ୍ୟ କଳାପର!-->…
କାଲି ଶେଷ ହେବ ଇସ୍ରାଏଲ-ହମାସ ଯୁଦ୍ଧ! ନେତାନ୍ୟାହୁ ଦେଲେ ବଡ଼ ଅପଡେଟ୍
ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାରର ମୃତ୍ୟୁ ପରେ ଯୁଦ୍ଧ ସାଙ୍ଗ ନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ କରିବା ସହ ଅସ୍ତ୍ରବିରତି କରେ ତେବେ ଆସନ୍ତାକାଲି ସୁଦ୍ଧା ଯୁଦ୍ଧ ଶେଷ ହୋଇଯିବ।
ସୋଶାଲ ମିଡିଆ!-->!-->!-->…
ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ, ସ୍ପଷ୍ଟ କଲେ ନେତାନ୍ୟାହୁ
ଇସ୍ରାଏଲ ସେନାକୁ ମିଳିଲା ବଡ଼ ସଫଳତା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଟଳିଲା ହମାସ ମୁଖ୍ୟ ୟାହୟା ସିନଓ୍ୱାର। ଏନେଇ ଇସ୍ରାଏଲ କର୍ତ୍ତୃପକ୍ଷ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ!-->…
ଆକ୍ରମଣ ପୂର୍ବରୁ ଗାଜା ଛାଡି ପଳାଇବାକୁ ଧମକ ଦେଲା ଇସ୍ରାଏଲ
ନୂଆଦିଲ୍ଲୀ : ଇସ୍ରାଏଲ ସେନା ପୂର୍ବ ଲେବାନନର ବେକା ଅଞ୍ଚଳର କିଛି ଅଂଶ ଛାଡିବାକୁ ଲୋକଙ୍କୁ ଧମକ ଦେବା ସହ ସେମାନେ ସେହି ଅଞ୍ଚଳ ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଇସ୍ରାଏଲ ସେନା ଲେବାନନର ଚାରିପଟୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଜାତିସଙ୍ଘ ସମେତ ଅନ୍ୟ କେତେକ ଦେଶ!-->…
SCO ସମ୍ମିଳନୀ: ‘ଆତଙ୍କବାଦର ବିନାଶ ବିନା ବିକାଶ ଅସମ୍ଭବ’
ପାକିସ୍ତାନରେ ଆୟୋଜିତ ସାଙ୍ଘାଇ କର୍ମୋପେସନ ଅର୍ଗାନାଇଜେନ (SCO) ବୈଠେକରେ ନିଜ ଆନ୍ଦାଜ ଦେଖାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପାକିସ୍ତାନକୁ ଆକ୍ଷେପ କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି!-->!-->!-->…
ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର
ନିଃସର୍ତ୍ତ ନିୟୁଜ : ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର।
ବିଜେତା ଭାବେ ଡାରେନ!-->!-->!-->…
ଜାପାନର ନିହୋନ୍ ହିଡାନକିଓ ସଂଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ଶାନ୍ତି ପାଇଁ ବିଶ୍ୱର ସମ୍ମାନସ୍ପଦ ପୁରସ୍କାର ନୋବେଲ ଘୋଷଣା ହୋଇଛି। ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ!-->…
ବାଂଲାଦେଶରେ କାଳୀ ମନ୍ଦିରରୁ ସୁନା ମୁକୁଟ ଚୋରି; ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି
ବାଂଲାଦେଶରେ କାଳୀ ମନ୍ଦିରରୁ ମା'ଙ୍କ ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ଏବଂ ସୁନାରେ ନିର୍ମିତ ଏହି ମୁକୁଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ କରିଥିଲେ। ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ,!-->!-->!-->…
ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ
ଗାଜା : ହେଜବୁଲ୍ଲା ଶକ୍ତିକୁ ଦୁର୍ବଳ କଲା ଇସ୍ରାଏଲ। ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ନିପାତ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି।ଇସ୍ରାଏଲ ସେନା ଏକ ଏକ୍ସ ପୋଷ୍ଟରେ କହିଛି!-->…