Browsing Category

ବିଦେଶ

ହମାସର ଦାବି, ଇସ୍ରାଏଲ ଏୟାର୍ ଷ୍ଟ୍ରାଇକରେ ୧୩ ଜଣ ବନ୍ଧକ ମୃତ…

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଇସ୍ରାଏଲ ଲୋକ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଷ୍ଟ୍ରିପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନ୍ତତଃପକ୍ଷେ ୧୩ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କର ମୃତ୍ୟୁ ଘଟିଥିବା ହମାସ ସ୍ପଷ୍ଟ କରିଛି। ହମାସ ଦାବି କରିଛି ଯେ,…

‘ଅପରେସନ୍ ଅଜୟ’, ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ…

ଯୁଦ୍ଧର ଘମାଘୋଟ ଭିତରେ ‘ଅପରେସନ୍ ଅଜୟ’ ଜରିଆରେ ସ୍ୱଦେଶ ଫେରିଛନ୍ତି ପ୍ରଥମ ବ୍ୟାଚ୍‌ ଭାରତୀୟ। ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଉଦ୍ଧାର କରି ଭାରତ ଅଣାଯାଇଛି।…

ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଧମକ ଦେଲା ଇରାନ

ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏହି ଯୁଦ୍ଧରେ କିଛି ରାଷ୍ଟ୍ର ହମାସକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ଅଛନ୍ତି। ଏସବୁ ମଧ୍ୟରେ ଇସ୍ରାଏଲକୁ ଧମକ ଦେଇଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି,…

ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ…

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ…

ଇସ୍ରାଏଲ୍‌କୁ କହିଲେ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ ବୋଲି ନିଷ୍ଠୁର କଥା ପାଇଁ ସୁପରିଚିତ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା କଥା…

ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ୍‌କୁ ହତ୍ୟା…

ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ତଥା ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ସାହିଦ ଲତିଫକୁ ହତ୍ୟା। ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆକ୍ରମଣକାରୀମାନେ ସାହିଦକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦକୁ ଏକ ବଡ଼ ଝଟ୍‌କା…

୧୬ଟି କଲେଜ୍‌ ଆଡ୍‌ମିସନ୍‌ ଦେଇ ନ ଥିବା ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ଚାକିରି ଦେଲା ‘ଗୁଗଲ୍‌’

ସାନ୍‌ଫ୍ରାନ୍‌ସିସ୍‌କୋ: ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରାଇ ଦେଇ ନ ଥିବା ଜଣେ ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ‘ଗୁଗଲ୍‌’ ଚାକିରି ଦେଇଥିବା କଥା…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ…

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଏହାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) ସୂଚନା ଦେଇଛି। ଜିଏଫ୍‌ଜେଡ୍‌ର ରିପ‌ୋର୍ଟ ମୁତାବକ ରିକ୍ଟର୍‌…

ଗାଜାରେ ୨୨ ବର୍ଷୀୟ ଜର୍ମାନ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶବ ପରିକ୍ରମା…

ଗାଜା: ଗତ ଶନିବାର ଦିନ ହମାସ୍‌ ଆତଙ୍କବାଦୀମାନେ ଖୋଲା ପିକ୍‌-ଅପ୍‌ ଭ୍ୟାନ୍‌ରେ ଶାନି ଲୌକ୍‌ ନାମ୍ନୀ ଯେଉଁ ଜର୍ମାନ୍‌ ତରୁଣୀଙ୍କର ଅର୍ଦ୍ଧନଗ୍ନା ଶବ ସହର ପରିକ୍ରମା କରାଇଥିଲେ, ସେ ମୃତା ନୁହନ୍ତି, ଜୀବିତା ବୋଲି ତାଙ୍କ ମାଆ କହିଛନ୍ତି। ମଙ୍ଗଳବାର ଦିନ ଜାରି କରିଥିବା ଭିଡିଓ…

ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା…

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି। ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ୍ ନେଇଥିବା ଘୋଷଣା କରିଛି।…