Browsing Category

ବିଦେଶ

କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ୩୪ ବର୍ଷ ପୂର୍ବେ ଗୁପ୍ତଭାବରେ ନିଜ ଶୁକ୍ରାଣୁ ସଞ୍ଚାର କରିଥିବା ଡାକ୍ତରଙ୍କ…

ନୂଆଦିଲ୍ଲୀ: ୱାଶିଂଟନରେ ଜଣେ ମହିଳା ତାଙ୍କର ଜଣେ ଫର୍ଟିଲିଟି ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୩୪ବର୍ଷ ପୂର୍ବେ ତାଙ୍କ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ଗୁପ୍ତଭାବରେ ଡାକ୍ତର ଜଣଙ୍କ ତାଙ୍କ ଶୁକ୍ରାଣୁ ବ୍ୟବହାର…

ସିରିଆରେ ଆମେରିକାର ଘନ ଘନ ଆକ୍ରମଣ, IRGS ଉପରେ କଲା ଏୟାରଷ୍ଟ୍ରାଇକ୍

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଅତର୍କିତ ଆକ୍ରମଣ କଲା ଆମେରିକା। ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା। ପୂର୍ବ ସିରିଆରେ ରହୁଥିବା IRGS (ISLAMIC REVOLUTIONARY GUARD CORPS) ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ…

ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ..!

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି। ପଣବନ୍ଦୀଙ୍କ ସହ ହଜାର ହଜାର ସାଧାରଣ…

‘ଅବାନ୍ତର ସୂଚନା‘ କହି କ୍ୟାନ୍‌ସର୍‌ ଯୋଗୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମୃତ୍ୟୁ ଖବରକୁ ଅସ୍ବୀକାର କଲା ରୁଷ୍‌

ମସ୍କୋ: ଉତ୍ତର ମସ୍କୋ ଅନ୍ତର୍ଗତ ଭାଲ୍‌ଦାଇ ବାସଭବନରେ କର୍କଟ ରୋଗ କାରଣରୁ ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ବୋଲି ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଗତରାତିରେ କ୍ରେମ୍‌ଲିନ୍‌ ଅସ୍ବୀକାର କରିଛି। ‘ଟେଲିଗ୍ରାମ୍‌’ ଚାନେଲ୍‌…

ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ…

କତାର : ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ…

ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍‌ଲେଟ୍‌’ ପିନ୍ଧୁଛନ୍ତି ଗାଜା ପରିବାର

ଗାଜା ସିଟି: ଗାଜା ଷ୍ଟ୍ରିପ୍‌ରେ ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍‌ଲେଟ୍‌’ ପିନ୍ଧୁଥିବା କଥା ସମ୍ବାଦ…

ହେଲିକପ୍ଟର୍‌ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ: ଚେକ୍‌ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍‌ଫ୍ଲୁଏନ୍‌ସର୍‌’ ତଥା ଟେଲିଭିଜନ୍‌ ଉପସ୍ଥାପକ କାମିଲ୍‌ ବାର୍ତୋଶେକ୍‌ ଗୋଟାଏ ହେଲିକପ୍ଟର୍‌ରୁ ଲାଇସା ନାଡ୍‌ ଲେବେମ୍‌ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍‌ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ…

ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ…

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ।…

ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ…

ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍‌। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର…

ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ଏବେ ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ହଟାଇଲା ଚୀନ୍‌…

ବେଜିଙ୍ଗ୍‌: ପ୍ରାୟ ୨ ମାସ ନିରବ ରହିବା ପରେ ମଙ୍ଗଳବାର ଦିନ ଚୀନ୍‌ ତା’ର ନିରୁଦ୍ଦିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍‌ ଲି ଶାଙ୍ଗ୍‌ଫୁଙ୍କୁ ଔପଚାରିକ ଭାବେ ବହିଷ୍କାର କରିଛି। ଲି’ଙ୍କ ପୂର୍ବରୁ ତାଙ୍କର ପୂର୍ବତନ କ୍ୟାବିନେଟ୍‌ ସହଯୋଗ ତଥା ବୈଦେଶିକ…