Browsing Category

ବିଦେଶ

ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ ପ୍ରଧାନମନ୍ତ୍ରୀ ଅନୱାର…

ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ…

ନ୍ୟୁୟର୍କ: ଆମେରିକାର ଏକ ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର। ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ। ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତ୍ତି…

ଆମେରିକାରେ ତିନି ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ

ଆମେରିକାରେ ତିନି ଜଣ ପାଲେଷ୍ଟିନୀୟ ଛାତ୍ରଙ୍କୁ ଗୁଳିମାଡ। ସେମାନେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟାରେ ଏହି ତିନି ଛାତ୍ରଙ୍କ ଉପରକୁ ଗୁଳିଚାଳନା…

ମେକ୍ସିକୋ ଉପସାଗରରେ ନଷ୍ଟ ହୋଇଗଲା ୪୦ ଲକ୍ଷ ଲିଟର ତେଲ! ୮ ବିଲିୟନର କ୍ଷତି ସହିଲା ଆମେରିକା

ମେକ୍ସିକୋ ଉପସାଗରରେ ଆମେରିକାର ୪୦ ଲକ୍ଷ ଲିଟରରୁ ଅଧିକ ତେଲ ନଷ୍ଟ ହୋଇଯାଇଛି। ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଛି ଆମେରିକା। ଲୁଇସିୟାନାର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଏକ ପାଇପ୍‌ଲାଇନରୁ ତେଲ ଲିକ୍ ହୋଇଛି। ଏବେ ଏହି ପାଇପ୍‌ଲାଇନକୁ ବନ୍ଦ କରି…

ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪….

ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି ଯେ…

୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

ଗାଜା: ଇସ୍ରାଏଲ-ହାମାସ୍‌ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଲାଗୁ ହୋଇଛି ଏବଂ ଏହା ଆଗାମୀ ୪ ଦିନ ପାଇଁ ଜାରି ରହିବ । ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍‌ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ…

ରୁଷ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ଆକ୍ରମଣ, ୧୬ଟି ଡ୍ରୋନକୁ ଖସାଇଲା ରୁଷ୍…

କିବ୍ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଏବେ ସମଗ୍ର ବିଶ୍ବର ଆଖି ରହିଛି । କିନ୍ତୁ ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହିଛି । ସେପଟେ କ୍ରିମିଆରେ ୟୁକ୍ରେନର ୧୬ଟି ଡ୍ରୋନକୁ ଖସାଇ ଦେଇଥିବା ରୁଷ୍ ଦାବି କରିଛି । ୟୁକ୍ରେନ୍…

ସେନା ନିଯୁକ୍ତି ଅଭିଯାନରେ ଦଳାଚକଟା; ୩୭ ମୃତ, ୧୪୦ରୁ ଊର୍ଦ୍ଧ୍ୱ ଆହତ…

ସେନା ନିଯୁକ୍ତି ଡ୍ରାଇଭ୍(ଅଭିଯାନ) ଚାଲିଥିବା ସମୟରେ ଦୁଃଖଦ ଘଟଣା। ଦଳଚକଟାରେ ୩୭ ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ। ଏଥିସହ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର କଙ୍ଗୋ ରାଜଧାନୀ ବ୍ରାଜାଭିଲେର ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ,…

ଗାଜା ହସ୍ପିଟାଲରେ ଠାବ ସୁଡଙ୍ଗ ହମାସର ନୁହେଁ, ଇସ୍ରାଏଲର ବଙ୍କର: ପୂର୍ବତନ ପ୍ରଧାନମନ୍ତ୍ରୀ

ଗାଜା ଅଲ୍ ସିଫା ହସ୍ପିଟାଲରେ ସୁଡଙ୍ଗ କରିନାହାନ୍ତି ଆତଙ୍କବାଦୀ, ବରଂ ଏହା ଇସ୍ରାଏଲର ବଙ୍କର। ଏହି ବଙ୍କରଗୁଡିକୁ ଇସ୍ରାଏଲ ସେନା ନିର୍ମାଣ କରିଥିବା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ…

୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ୍, ଜାରି କଲା ତାଲିକା

ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୬ ସପ୍ତାହ ହେବ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ପାଇଁ ରାଜିନାମା ହୋଇଛି । ଏହି ଚୁକ୍ତି ପରେ ହମାସ ଇସ୍ରାଏଲର ୨୪୦ ଜଣ ବନ୍ଧକଙ୍କ ମଧ୍ୟରୁ ପ୍ରାୟ ୫୦…