କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ

flue-444

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ । ମଣିଷ ଓ ଗୃହପାଳିତ ପଶୁମାନଙ୍କୁ କବଳିତ କରିଚାଲିଛି ଏଭିଏନ୍ ଭୁତାଣୂ । ଏଭିଆନ୍ ଫ୍ଲୁ ନିର୍ଦ୍ଦିଷ୍ଟ ପ୍ରକାରର ଭୂତାଣୁ ଯାହା ଶ୍ବାସନଳୀକୁ ସଂକ୍ରିମିତ କରିଥାଏ । ପକ୍ଷୀଙ୍କ ଠାରୁ ମନୁଷ୍ଯକୁ ବ୍ୟାପିଥାଏ । କାଲିଫର୍ଣ୍ଣିଆରେ ଏଭିଏନ ଭୁତାଣୁରେ କବଳିତ ହୋଇ ପକ୍ଷୀ ମଡ଼କ ଜୀବିକାକୁ ଦୋହଲାଇଲାଣି ।

ଏହି କାରଣରୁ କୁକୁଡ଼ା ଫାର୍ମଗୁଡ଼ିକରେ ଲକ୍ଷ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ହେବା ପରେ ତାଲା ଝୁଲୁଛି ।  ଏହାସହ ବଣୁଆ ପକ୍ଷୀମାନେ ମଧ୍ୟ ଆକଶରୁ ଖସି ପଡୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ପକ୍ଷୀଙ୍କୁ ବିପଦ ଓ ଅନ୍ୟପଟେ ମଣିଷଙ୍କୁ ବ୍ୟାପିବା ପରେ ଏବେ ଆହୁରି ଘାତକ ହେଉଛି ଗୃହପାଳିତ ପଶୁଙ୍କୁ ଏହି ଭୁତାଣୁ ଦାଉରୁ ରକ୍ଷା କେମିତି କରିବେ । ଲକ୍ଷଣ ସାମାନ୍ୟ ରୁ ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳେ । ମୃତ ପକ୍ଷୀକୁ ସ୍ପର୍ଶ କଲେ ଅବା ସଂସ୍ପର୍ଶରେ ଆସିଲେ ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥାଏ ।

nis-ad
Leave A Reply

Your email address will not be published.