Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
କେର ଷ୍ଟାରମରଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲସ
ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଲେବର ପାର୍ଟିର ନେତା କେର୍ ଷ୍ଟାରମରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବକିଂହାମ ପ୍ୟାଲେସକୁ ଯାଇ ଷ୍ଟାରମର ରାଜା ଚାର୍ଲସଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି।
ସାମ୍ନାକୁ ଆସିଥିବା ଫଟରେ ରାଜା!-->!-->!-->…
ବ୍ରିଟେନରେ ଚାଲିଛି ଭୋଟଗ୍ରହଣ
ଲଣ୍ଡନ: ସାଧାରଣ ନିର୍ବାଚନ ପାଇଁ ଆଜି ବ୍ରିଟେନରେ ମତଦାନ ଚାଲିଛି । ଏଥର ଲେବର ପାର୍ଟିର କିର ଷ୍ଟାରମର୍ କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନାକଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୫୦ ନିୟୁତ ଭୋଟର ସାଂସଦଙ୍କୁ ନିର୍ବାଚିତ କରୁଛନ୍ତି। ପ୍ରତିଥର ଭଳି!-->…
ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ଼
ବେରୁଟ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି। ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ!-->…
ଚୀନ-ଫିଲିପାଇନ୍ସ ମୁହାଁମୁହିଁ, ଦକ୍ଷିଣ ଚୀନ ସାଗରରେ ବିମାନବାହୀ ଜାହାଜ ମୁତୟନ କଲା ବେଜିଂ
ବେଜିଂ: ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସେପଟେ ଫିଲିପାଇନ୍ସ ଉପକୂଳ ନିକଟରେ ଚୀନ ନିଜର ଦ୍ୱିତୀୟ ବିମାନବାହୀ ଜାହାଜ ‘ଶାନଡୋଙ୍ଗ’କୁ ମୁତୟନ କରିଛି । ଚୀନ୍ ଜାହାଜଟି ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବିବାଦୀୟ ଦକ୍ଷିଣ ଚୀନ୍!-->…
ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ
ଲଣ୍ଡନ: କ୍ରିକେଟ୍ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।ସେ, ତାଙ୍କ ସାଥୀ ଟନି ଲୁଇସଙ୍କ ସହ,!-->…
କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ
ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ ମିଳିଛି। ରାଜଧାନୀ ନାଇରୋବିରେ!-->…
ମକ୍କାରେ ପ୍ରବଳ ଗରମ, ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା
ରିୟାଦ : ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ!-->…
ଅସହ୍ୟ ଗରମ, ଗଲାଣି ୫୫୦ ହଜ୍ ଯାତ୍ରୀଙ୍କ ଜୀବନ
ଜୀବନ ନେଉଛି ଅସହ୍ୟ ଗରମ। ୫୦ ତଳକୁ ଖସୁନି ପାରଦ। ଫଳରେ ଏହା ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୫୫୦ରୁ ଅଧିକ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି।
ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି।!-->!-->!-->…
ଭାଇରାଲ ହେଉଛି ମୋଦି-ମେଲୋନିଙ୍କ ସେଲଫି ଓ ଭିଡିଓ
ନୂଆଦିଲ୍ଲୀ : ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଉଠାଇଥିବା ସେଲଫି ଓ ଭିଡିଓ ଭାଇରାଲ ହେଉଛି। #Melodi ଦେଇ ଲକ୍ଷଲକ୍ଷ ଲୋକ ଏହାକୁ ଶେୟାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜି-୭ ଶିଖର!-->…
ଜି-୭ ଶିଖର ସମ୍ମିଳନୀ – ଅନେକ ନେତାଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ
ନୂଆଦିଲ୍ଲୀ : ଇଟାଲୀର ଅପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଜି ଅପରାହ୍ନରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା, ଜଳବାୟୁ!-->…