Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଆଜି ପାଳନ ହେଉଛି ପବିତ୍ର ବିଶ୍ୱକର୍ମା ପୂଜା…
ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜିର ଦିନରେ ପୂରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ ହେଉଛି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର କୂଳଦେବତା ହେଉଛନ୍ତି ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା…
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସ୍ଥଳରୁ ଖନନ ବେଳେ ମିଳିଲା ପ୍ରାଚୀନ ମୂର୍ତ୍ତି ଓ ସ୍ତମ୍ଭ…
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ ମିଳିଛି । ମନ୍ଦିର ଟ୍ରଷ୍ଟର ମହାସଚିବ!-->…
ଅଯୋଧ୍ୟା ରୁ ଶ୍ରୀଲଙ୍କା ପଦଯାତ୍ରା କରୁଥିବା ଯବକଙ୍କୁ ଭବ୍ଯ ସ୍ୱାଗତ…
ମାଲକାନଗିରି : ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ବନବାସ ଯିବା ପଥକୁ ଅନୁସରଣ କରି କରୁଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସୌମେନ୍ଦ୍ର ସିଂ ରାଠୋଡ କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ରାମଙ୍କ ପାଦ!-->!-->!-->…
ସନ୍ଧ୍ୟା ଧୂପ ପରେ କରାଯିବ ସୁସଜ୍ଜିତ…
ପୁରୀ: ଗତ ମଙ୍ଗଳବାର ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଛି । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ବନଭୋଜି ବେଶ ସହ କୋଳିବିକା ନୀତି,…
ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି…
ପୁରୀ : ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି । ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ…
ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଶ୍ରୀ କୃଷ୍ଣ ଙ୍କ ପବିତ୍ର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷ ଏଲ କାମେଶ୍ୱର ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଶୁ ରାଧା, କୃଷ୍ଣ,!-->…
ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ
ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ଶ୍ରୀମନ୍ଦିର!-->!-->!-->…
ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ…
ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ଶ୍ରୀମନ୍ଦିର!-->!-->!-->…
ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ପାଳନ ହୋଇଛି ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ!-->…
ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି | ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ରକ୍ଷା ବନ୍ଧନ ଉତ୍ସବ ର ମହତ୍ତ୍ୱ ଆଲୋକପାତ କରିବା ଅବସରରେ ଏହାର!-->!-->!-->…