Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଓଡ଼ିଶାରୁ ଏକମାତ୍ର ସଦସ୍ୟ ଭାବେ ୨୫ତମ ଫୁଟଭଲ ବିଶ୍ଵକପ ପ୍ରତିଯୋଗିତାରେ ଭଗନେବେ ପପୁନା ସାହୁ…
ଫୁଲବାଣୀ/ ଘୁ. ଉଦୟଗିରି:- କନ୍ଧମାଳ ଜିଲ୍ଲାର ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ,ଘୁ. ଉଦୟଗିରି ରେ ପ୍ରଶିକ୍ଷଣ ପ୍ରାପ୍ତ ଗୁଟିଗିଂଆ ଗ୍ରାମ ନିବାସୀ ପପୁନା ସାହୁ ଫୁଟଭଲି ଖେଳରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁ ମନୋନୀତ ହୋଇ କେରଳ ରାଜ୍ୟର କୋଚିକୋଡି ଠାରେ ଚଳିତ ବର୍ଷ!-->…
‘ଭାରତୀୟ କ୍ରିକେଟରମାନେ ଫିଟ୍ ରହିବାକୁ ଇଞ୍ଜେକସନ୍ ନିଅନ୍ତି’, ଚେତନ ଶର୍ମାଙ୍କ ମତକୁ ନେଇ ହଇଚଇ ..
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରହିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି। ଏନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିବା ପରେ ଭାରତୀୟ କ୍ରିକେଟ!-->…
ନାଗପୁର ଟେଷ୍ଟ : ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ…
ନାଗପୁର : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିରୋଧରେ ଚମତ୍କାର ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ଆରମ୍ଭ କରିଛି ଭାରତୀୟ ଦଳ । ୩ୟ ଦିନରେ ହିଁ ଭାରତ ଅଷ୍ଟ୍ରେଲିଆକୁ ଇନିଂସ ଓ ୧୩୨ ରନରେ ହରାଇ ଦେଇଛି ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିଜର ପ୍ରଥମ!-->…
ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ବାଳକ ହକି ଦଳକୁ ରୌପ୍ୟ ଖେଳ…
ବ୍ରହ୍ମପୁର : ମଧ୍ୟପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ବାଳକ ହକିରେ ଓଡ଼ିଶା ଫାଇନାଲ୍ରେ ଆୟୋଜକ ମଧ୍ୟପ୍ରଦେଶଠୁ ହାରି ରୌପ୍ୟ ପଦକ ପାଇଛି।
ସେହିପରି ଭାରୋତ୍ତୋଳନରୁ ଓଡ଼ିଶାକୁ ଦିନର ଦ୍ବିତୀୟ ପଦକ ମିଳିଛି। ୮୧!-->!-->!-->!-->!-->!-->!-->…
ଜୁନ ୭-୧୧ରେ ଲଣ୍ଡନରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ତାରିଖ ଘୋଷଣା କରିଛି । ଏହି ଟେଷ୍ଟ ମ୍ୟାଚଟି ଲଣ୍ଡନର ଓଭାଲଠାରେ ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବ । ୧୨ ତାରିଖକୁ ଏକ ରିଜର୍ଭ ଦିବସ ଭାବେ ରଖାଯାଇଛି ।ଗତ ୨୦୨୧ରେ ହୋଇଥିବା ପ୍ରଥମ!-->…
ଜାତୀୟ ଟେବୁଲ ଟେନିସ୍ ପାଇଁ ଓଡ଼ିଶା ଦଳ…
କଟକ: ଆସନ୍ତା ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୮୪ତମ ଅନ୍ତଃରାଜ୍ୟ କନିଷ୍ଠ ଓ ଯୁବା ଏବଂ ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳିକା ଦଳରେ ଶ୍ବେତପଦ୍ମା ଦଳାଇ, ଶୁକଲଦେଇ!-->…
ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗ : ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲି ଅଟକ
ମୁମ୍ବାଇ : ପତ୍ନୀଙ୍କୁ ପିଟାପିଟି ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲିଙ୍କୁ ପୁଲିସ ଅଟକ ରଖିଛି। ସୁବୁରବର୍ଣ୍ଣ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଏଭଳି କାଣ୍ଡ ଘଟାଇଥିବା କାମ୍ବଲିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏଫ୍ଆଇଆର୍ ରୁଜୁ କରିଛି।!-->…
୨୦୨୩ ବିଶ୍ବକପ୍ ସର୍ବଶ୍ରେଷ୍ଠ ଆୟୋଜନ : ଇକ୍ରାମ୍
ଭୁବନେଶ୍ବର : ଓଡ଼ିଶା ବିଶ୍ବ ହକିରେ ନୂଆ ବିପ୍ଲବ ଆଣିଛି । କ୍ରମାଗତ ୨ ଥର ବିଶ୍ବକପକୁ ସଫଳତାର ସହ ଆୟୋଜନ କରି ବିଶ୍ବରେ ହକିର ଲୋକପ୍ରିୟତାକୁ ବୃଦ୍ଧି କରିବାରେ ସଫଳ ହୋଇଛି। ୨୦୧୮ ପରେ ୨୦୨୩ ବିଶ୍ବକପ ଆଉ ଏକ ସଫଳ ଓ ସର୍ବଶ୍ରେଷ୍ଠ ଆୟୋଜନ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)!-->…
୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍ରେ ହରାଇଲା ଭାରତ : ଶୃଙ୍ଖଳା ୧-୧..
ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍କୁ ଶେଷ ବଲ୍ ବାକି ଥାଇ ୬ଟି ୱିକେଟ୍ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ୧୦୦ ରନ୍ର ବିଜୟ!-->…
ବେଲଜି୍ୟମକୁ ହରାଇ ହକି ଚାମ୍ପିୟନ ଟାଇଟଲ ବାଜି ମାରିଲା ଜର୍ମାନୀ…
ଭୁବନେଶ୍ୱର: ବେଲଜି୍ୟମକୁ ହରାଇ ବାଜି ମାରିଛି ଜର୍ମାନୀ। ଜର୍ମାନୀ ହକି ବିଶ୍ୱକପ୍ ୨୦୨୩ ଚାମ୍ପିଅନ୍ ହୋଇଛି। ଫାଇନାଲରେ ୫-୪ ଗୋଲ୍ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଉଭୟ ଦଳ ୩-୩!-->…