Browsing Category

ଓଡିଶା

ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ

ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ବ

ଥାନାରେ ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର : ଥାନା ରିସେପସନ୍ ରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । ଦେଖନ୍ତୁ ପୋଲିସ କର୍ମଚାରୀ ବଡି କ୍ୟାମେରା ପିନ୍ଧିବାର

୨୦ ଲକ୍ଷ ଲୋକଙ୍କୁ ୬ ମାସ ଭିତରେ ମିଳିବ ଘର

ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ପାଇଁ

ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି । ତେବେ

ଢେଙ୍କାନାଳ ଓ ଅନୁଗୁଳରେ ଲକ୍ଷ୍ମୀପୂଜା ଶେଷ, ମେଲାଣି ନେଉଛନ୍ତି ମା’ ପଦ୍ମାଳୟା

ଢ଼େଙ୍କାନାଳ/ ଅନୁଗୁଳ : ଢ଼େଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ ହୋଇ ଯାଇଛି । ଆଜି ଭସାଣି । ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ମେଲାଣି ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା ଅନୁଷ୍ଠାନଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥର ଡିଜେ ସାଉଣ୍ଡ ନୁହଁ

ବରୀରେ ଲଜ୍ଜା: ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କ ଜଣେ ପଡୋଶୀ ଏଭଳି କାଣ୍ଡ ଭିଆଇଥିବା

ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ, କ୍ଷୟକ୍ଷତିର ଆକଳନ କରିବ ମିଳିତ ଟିମ: କେଭି ସିଂହଦେଓ

ଭୁବନେଶ୍ୱର : ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ । ଭାଙ୍ଗିଛି ଅନେକ ଘର । କିଏ କରିବେ କ୍ଷୟକ୍ଷତି ଆକଳନ। କଣ ରହିବ ଆକଳନ ରିପୋର୍ଟ । କେମିତି ଯିବ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ

ବାଘ ନୁହେଁ ବଣଭୂଆଁ, ରାଜଧାନୀରେ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ

ବହୁ ଚର୍ଚ୍ଚିତ ପ୍ରତାପ ପୋଲାଇ ହତ୍ୟା କାଣ୍ଡର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…

ଭୁବନେଶ୍ୱର: ଗତ ୨୦୧୭ ମସିହା ନଭେମ୍ବର ମାସ ୬ ତାରିଖ ରେ ଏକ ଘରୋଇ ବସ ରେ ଆସିକା ରୁ ବ୍ରହ୍ମପୁର ଯାଉଥିଲେ ପାକଲା ପଲ୍ଲୀ ର ପ୍ରତାପ ଚନ୍ଦ୍ର ପୋଲାଈ।କରେଞ୍ଜେଇ ନିକଟରେ କିଛି ଯୁବକ ପ୍ରତାପ ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ସେତେବେଳେ ଏହି ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା

ବୀରମିତ୍ରପୁର ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୮ଜୁଆଡ଼ି ଗିରଫ ଟଙ୍କା ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଉପର ମାର୍କେଟର ଗୋଟିଏ ଘରରେ ବଡ଼ ଧାରଣାର ଜୁଆ ଖେଳ ଚାଲିଥିଲା। ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ନିଜର ସହକର୍ମୀଙ୍କୁ ନେଇ ଅତର୍କିତ ଭାବରେ