ଦୁର୍ଗାପୂଜାରେ ବେଙ୍ଗଲ କଏଦୀ ଖାଇବେ ମଟନ୍ ବିରିୟାନୀ ଓ ଚିକେନ ତରକାରୀ

କୋଲକାତା : ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ପାଇଁ ସ୍ପେଶାଲ ମେନୁ ପ୍ରସ୍ତୁତ କରାଯାଇଛି। ଜେଲରେ ଥିଲେ ମଧ୍ୟ କଏଦୀ ଖାଇବେ ସୁସ୍ୱାଦୁ ବ୍ୟଞ୍ଜନ। ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବେଙ୍ଗଲର ପାରମ୍ପରିକ ଖାଦ୍ୟ ପରଷାଯିବ।ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ…

୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ BSP ନେତା ଗିରଫ

ଚନ୍ନାଇ : ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ। ୧୬ଟି ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ BSP ନେତା ହେଉଛନ୍ତି ୪୩ ବର୍ଷୀୟ ଭେଟ୍ରି ବନ୍ଧନ। ତିରୁଭଲ୍ଲୁର ପୁଲିସ ଆଜି ତାଙ୍କୁ ଗିରଫ କରିଛି।ସେ ୧୬ଟି କୁକୁରଙ୍କୁ ବିଷ ଦେଇ ମାରିଥିବା…

ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ…

ଘର ଭିତରୁ ମିଳିଲା ପୂର୍ବତନ କ୍ରିକେଟରଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ, କଟା ହୋଇଛି ତଣ୍ଟି

ପୁନେ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ସଲିଳ ଅଙ୍କୋଲାଙ୍କ ମା’ ଆଉ ନାହାନ୍ତି। ପୁଣେରେ ଥିବା ସଲିଳଙ୍କ ଫ୍ଲାଟରୁ ମା’ଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ତାଙ୍କ ତଣ୍ଟିରେ କଟା ଦାଗ ରହିଛି। ପୁଲିସର କହିବା କଥା ଯେ ସଲିଳଙ୍କ ମା’ ନିଜେ ହିଁ ନିଜ ତଣ୍ଟି କାଟି ଜୀବନ ହାରିଥିବା ଭଳି ଲାଗୁଛି।…

ଷ୍ଟେଜ ଉପରେ କଂଗ୍ରେସର ମହିଳା କର୍ମୀଙ୍କୁ ଅସଦାଚରଣ, ବିଜେପି ଛାଡ଼ିଲା ଭିଡିଓ

ଚଣ୍ଡୀଗଡ : ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଜଣେ ଦଳୀୟ କର୍ମୀ ଷ୍ଟେଜ ଉପରେ ହୋଇଛନ୍ତି ଅସଦାଚରଣର ଶିକାର। ଷ୍ଟେଜ ଉପରେ ହୋଇଥିବା ଭିଡ଼ର ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି।ଅବଶ୍ୟ ମହିଳା…

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଲକ୍ଷ୍ନୌ : ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦନ ବର୍ମାଙ୍କ ଗୋଡରେ…

ଦୁର୍ଗାପୂଜା ସମୟରେ କଲକାତାରେ ପୁଣି ଲଜ୍ଜା; ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନଦୀରେ ଫିଙ୍ଗିଲେ

କୋଲକାତା : କଲକାତାରେ ପୁଣି ଚାଞ୍ଚଲ୍ୟ। ଦୁର୍ଗାପୂଜା ସମୟରେ ଯେଉଁଠି ଦେବୀ ଦୁର୍ଗାଙ୍କୁ ସବୁଠାରୁ ଅଧିକା ପୂଜାର୍ଚ୍ଚନା କରାଯିବା ସହ ରୀତିନୀତି ଅନୁସାରେ ନବରାତ୍ରୀକୁ ଧୁମଧାମରେ ପାଳନ କରାଯାଏ ସେଠାରେ ଏହି ସମୟରେ ବି ସୁରକ୍ଷିତ ନୁହଁନ୍ତି ଝିଅ। କଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ…

ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ

ଶ୍ରୀନଗର : ଆସନ୍ତା ଅକ୍ଟୋବର ୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ହେଲେ ଏହା ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭାକୁ ମିଳିଛି ୫ ବିଧାୟକ। ଉପ ରାଜ୍ୟପାଳ ନିଜ ଆଡ଼କୁ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ପୂର୍ବରୁ…

୨୫ କିମି ବାଟ ଚାଲି ଚାଲି କେମିତି ଜଙ୍ଗଲ ଭିତରେ ୩୧ ନକ୍ସଲଙ୍କୁ ନିପାତ କଲେ ସୁରକ୍ଷାକର୍ମୀ ?

ନୂଆଦିଲ୍ଲୀ : ଅବୁଝମାଦର ଘଞ୍ଚ ଓ ରହସ୍ୟମୟ ଜଙ୍ଗଲ। ଛିତଶଗଡ଼ର ବସ୍ତରବାସୀ ସବୁବେଳେ ଏହାକୁ ଅଜଣା ପାହାଡ଼ ଭାବେ ଜାଣନ୍ତି। ଏଥିପାଇଁ ଏହି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ପରିଚୟ ହାସଲ କରିଥିଲା। ଜଙ୍ଗଲ ରାସ୍ତା ଅତ୍ୟନ୍ତ ରହସ୍ୟମୟ ଓ ଭିତକୁ ଯିବା ଅତ୍ୟନ୍ତ ଅସମ୍ଭବ। ସେଥିପାଇଁ…

ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣେ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍‌ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି। ମହାରାଷ୍ଟ୍ର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୯.୪ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର…