ହୁମୁରି ମତ୍ସ୍ୟଜୀବିଙ୍କୁ ଆଇ.ଆର୍.ଇ.ଏଲ୍. ପକ୍ଷରୁ ପ୍ରୋତ୍ସାହନା

ଛତ୍ରପୁର : ହୁମୁରି ତାମ୍ପରା ହ୍ରଦ ହେଉଛି, ଛତ୍ରପୁର ବ୍ଲକ୍ ର ଏକ ବିରାଟ ଜଳାଶୟ । ପ୍ରକୃତିର ଏହି ଅନବୈଦ୍ୟ ଜଳାଶୟରେ ପ୍ରାୟ ତିନିଶହ ମତ୍ସ୍ୟଜୀବି ପରିବାର ଏଥିରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରି ଚଳି ଆସୁଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବିକା ନିର୍ବାହ କରି ଆସି ଦୈନିକ

ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କୁଆଁରମୁଣ୍ଡା ମୁଖ୍ୟବଜାର ଠାରୁ ରାଜପଥ ୧୪୩ ନମ୍ବର କୋଡ଼ ମାନଙ୍କରେ ଅନେକ ସ୍ଥାନର ସରକାରୀ ଜମି ମାନଙ୍କରେ ଲୋକମାନେ ଜବରଦଖଲ କରି ଅନେକ ଦୋକାନ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଦୃଷ୍ଟାନ୍ତକୁ ଆସୁଛି | ଏହି

ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ: ଦୁଇ ଗିରଫ

ବେଲଗୁଣ୍ଠା : ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ବେଳେ ଦୁଇ ବଙ୍ଗାଳୀ ବ୍ୟବସାୟୀ ଗାଙ୍ଗପୁର ପୋଲିସ୍ ହାତରେ ଧରାପଡ଼ି କୋର୍ଟଚାଲାଣ ହୋଇଛନ୍ତି I ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ମୂର୍ସିଦାବାଦ୍ ଅଞ୍ଚଳର ଦୁଇଜଣ ବ୍ୟବସାୟୀ ସମନ୍ ଶେଖ୍ ଏବଂ ସୁମନ୍ ଶେଖ୍ ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ନେଇ

କେରଳ କଂଗ୍ରେସ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ମହିଳା ନେତ୍ରୀ

ନୂଆଦିଲ୍ଲୀ: ମଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏହି କ୍ରମରେ ଜଣେ ମହିଳା କଂଗ୍ରେସ ନେତ୍ରୀ ଦାବି କରି କହିଛନ୍ତି, ‘କେବଳ ଟପ ଲିଡରସିପଙ୍କ ପାଖ ଲୋକଙ୍କୁ ହିଁ ଦଳରେ ସୁଯୋଗ ମିଳିଥାଏ।’ କେରଳ ଏର୍ଣ୍ଣାକୁଲରମର

ଶ୍ରୀମନ୍ଦିର ଆନନ୍ଦ ବଜାରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ । ଭକ୍ତ ମାନେ ଆନନ୍ଦ ବଜାରରେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗତକାଲି ଠାରୁ ସେନାନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ, ଆଜି ଜିଲ୍ଲାପାଳ

ସ୍ୱାତୀ ମାଲିୱାଲଙ୍କୁ ମାଡ଼ ଘଟଣା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ମିଳିଲା ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସେ ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ। ପ୍ରାୟ ୧୦୦ ଦିନ ପରେ ତାଙ୍କୁ ଆଜି ଜାମିନ ମିଳିଛି। ଜଷ୍ଟିସ

ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାରରେ ସମ୍ମାନିତ ହେଲେ ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ

ପୁରୀ : ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୁରୀ ସିଟି ଡିଏସପି ଭାବରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ସାହୁଙ୍କୁ ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଙ୍କୁ ନିଜର କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ

ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ, ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷରେ ୧୦୦ ହତ୍ୟା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଗତ ୨୪ ବର୍ଷରେ ୧୦୦ଜଣଙ୍କୁ ହତ୍ୟା କରାଯାଇଛି । ଆଜି ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷରେ

ଚାଷୀଙ୍କ ପାଇଁ କେନ୍ଦ୍ରର ନିଷ୍ପତ୍ତି: ୧୪ ହଜାର କୋଟିର କାର୍ଯ୍ୟକ୍ରମକୁ ମିଳିଲା ମଞ୍ଜୁରୀ

କୃଷି କ୍ଷେତ୍ରକୁ ବୁଷ୍ଟ ଯୋଗାଇ ଦେବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୭ ବଡ଼ ନିଷ୍ପତ୍ତି ନେଇଛି। କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ। ଆଜି ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର