ସୁଭଦ୍ରା ଯୋଜନାର ପଞ୍ଜିକରଣ ସକାଶେ ଲୋକଙ୍କ ପ୍ରବଳ ଭିଡ଼…

ଚିତ୍ରକୋଣ୍ଡା -: ସାରା ରାଜ୍ୟରେ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ଆଧାର କାର୍ଡକୁ ଅପଡେଟ କରିବା ଏବଂ ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ଚିତ୍ରକୋଣ୍ଡା

ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ଜଗନ୍ନାଥ ଚୌଧୁରୀ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଦେଲେ…

ନବରଙ୍ଗପୁର : ନିଟ୍ ପରୀକ୍ଷାରେ ଜିଲ୍ଲାର ଟପ୍ପର ହେଇଥିବା ପଥରଲସା ର ଯୁବକ ଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇଛନ୍ତି NTA ଦ୍ୱାରା ପ୍ରକାଶ ପାଇଥିବା NEET ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହେଲେ ଜଗନ୍ନାଥ ଚୌଧୁରୀ lଏହି ସଫଳତା ପାଇଁ ନବରଙ୍ଗପୁର

ବିଷାକ୍ତ ସାପ ଦଂଶନ ରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ଙ୍କୁ ନିରାପଦ ବୁଟ୍ ବିତରଣ…

ଛତ୍ରପୁର, :ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀ ର ଦଂଶନ ରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ବୁଟ୍ ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳା ଙ୍କୁ ନିରାପଦ ବୁଟ୍ ବିତରଣ କରାଯାଉଛି ।

ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁରସହରରେ ଫରୱାର୍ଡ଼ ବ୍ଲକର ଜନସମ୍ପର୍କ ପଦଯାତ୍ରା !

ଛତ୍ରପୁର : ସ୍ୱାଧୀନତା ର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ l ଦେଶର କୃଷକ ତଥା ଚାଷୀସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ ଫସଲର ଉପଯୁକ୍ତ ମୂଲ୍ୟ ଆଜିବି ପାଇ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାରୁ ୧୫ ଜଣଙ୍କୁ ସ୍ଵର୍ଣ୍ଣ ୧୦ ଜଣଙ୍କୁ ରୌପ୍ୟ ଓ ୧୫ ଜଣ…

ଫୁଲବାଣୀ : ଗତ ମାସ ଅଗଷ୍ଟ ୩୦ ,୩୧ ଓ ଚଳିତ ସେପ୍ଟେମ୍ବର ୧ ତାରିଖରେ କଟକର ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଏ କୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡେମୀ ତରଫରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଯଥା ସୁପର ସବ

ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

ଭୁବନେଶ୍ବର: ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା ଠାରେ ସକ୍ଷମର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ରାୟଗଡା : ସମଗ୍ର ଭାରତରେ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରୁଥିବା ସଂଗଠନ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ (ସକ୍ଷମ) ତାର ଦିନିକିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ବର୍ଗ ରାୟଗଡାର ଆଇଟିଡିଏ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି | ଉକ୍ତ

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର

ଡେଙ୍ଗୁକୁ ମହାମାରୀ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ‘କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ୨୦୨୦’ରେ ସଂଶୋଧନ ପାଇଁ ସରକାର ନିୟମ ପ୍ରସ୍ତୁତ କରିଛନ୍ତି

କର୍ମଚାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହିତ କରୁଛି ଟିପିଏସ୍ଓଡିଏଲର କ୍ରୀଡ଼ା ପଦକ୍ଷେପ

-- ଫିଟନେସ୍ ଓ ଟିମୱାର୍କର ସଂସ୍କୃତି ତିଆରି କରୁଛି କମ୍ପାନୀ-- ଜାତୀୟ କ୍ରୀଡ଼ା ଦିବସ ଅବସରରେ ବ୍ରହ୍ମପୁର : କର୍ମଚାରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍

ସନ୍ଧ୍ୟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ମନା

କଟକ : ସନ୍ଧ୍ୟା ୬ଟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରି ପାରିବେ ନାହିଁ । ମୁଖ୍ୟ ଫାଟକ ସମ୍ମୁଖରେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ବାହାର ଲୋକ ହଷ୍ଟେଲ ଭିତରେ ରହି ପାରିବେ ନାହିଁ । ରେଭେନ୍ସା ପରିସରରେ ସୁରକ୍ଷାକର୍ମୀମାନେ ସଦା ସଜାଗ ରହିବେ । ରେଭେନ୍ସା