୧୮ରେ ରତ୍ନଭଣ୍ଡାର ଯାଞ୍ଚ କରିବ ASI, ଦିନ ୧ ଟାରୁ ଦର୍ଶନ ବନ୍ଦ କିନ୍ତୁ ମିଳିବ ମହାପ୍ରସାଦ

ପୁରୀ : ଆସନ୍ତା ୧୮ରେ ରତ୍ନଭଣ୍ଡାର ଯାଞ୍ଚ । ଏଏସଆଇ ପକ୍ଷରୁ ଆସନ୍ତା ୧୮ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ

ଗିରଫ ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି

ମୟୂରଭଞ୍ଜ: ବନ୍ଧା ହେଲେ ବିଜେଡିର ପୂର୍ବତନ ବ୍ଲକ ସଭାପତି । ମୟୂରଭଞ୍ଜ ଜିଲ୍ଲାଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତି ଦିବ୍ୟଲୋଚନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ସହ ଜଣେ ଠିକା କର୍ମଚାରୀ ମନୋଜ ଦେଓଙ୍କୁ ବି ଗିରଫ କରିଛି ଭିଜିଲାନ୍ସ । ଓମ୍ବାଡ୍‌ସି ପାଣ୍ଠିରୁ

ଲୁହା କଡ଼େଇରେ ଅବଢ଼ା ରୋଷେଇ କରିବା ଘଟଣା; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ : ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ନେଇ ବିଭିନ୍ନ ନିଯୋଗର ଅସନ୍ତୋଷ ପରେ ଆକ୍ସନ । ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ

ମମତାଙ୍କୁ ସାମାଜିକ ବହିଷ୍କାର କଲେ ରାଜ୍ୟପାଳ, କହିଲେ- ତାଙ୍କ ସହ ଗୋଟିଏ ମଞ୍ଚରେ ବସିବିନି

କୋଲକତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିମନ୍ତେ ପ୍ରସ୍ତତ ଥିବା ଘୋଷଣା କରିଥିଲେ ମମତା ବାନାର୍ଜୀ । ଏହାପରେ ବି

ରାଏବଗା ଥାନା ସମ୍ମୁଖରେ ଥିବା ଚୋକ୍ଲେଟ ଦୋକାନରୁ ଚୋରୀ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନାରୁ ମାତ୍ର ୩୦ ମିଟର ଦୂରରେ ଥିବା ଗୋଟାଏ ଛୁଆଙ୍କ ଖାଇବା ସାମଗ୍ରୀ ଚୋକଲେଟ ଦୋକାନରୁ ଚୋରି | ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଗତ କାଲି ୮ ଟା ସମୟରେ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ | ଆଜି ସକାଳ ପ୍ରାୟ ୭ ଟା ବେଳକୁ ଆସି ଦୋକାନର

ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ନାହିଁ : ଭର୍ତ୍ତୃହରି

କଟକ: ଏବେ ଜୋରଦାର ତେଜିବାରେ ଲାଗିଛି ରେଭେନ୍ସା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଉକ୍ତି ଏବେ ପୂରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ଯୁକ୍ତି ବାଢୁଛନ୍ତି ବିଭିନ୍ନ ବ୍ୟକ୍ତି

ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ମନା

ଭୁବନେଶ୍ବର: ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ

ଗଣେଶ ଭସାଣିରେ ଅଘଟଣ: ବୁଡିଗଲେ ୪ ଛାତ୍ର, ୨ ନିଖୋଜ

ବାରିପଦା: ବାରିପଦାରେ ବଡ ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ

ଦାଶରଥି ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ

ଉମରକୋଟ : ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ତରଫରୁ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସତେଇଶିତମ ଶ୍ରଦ୍ଧାଞ୍ଜଳି ସମାରୋହ ପରିଷଦର ସମ୍ମିଳନୀ କକ୍ଷରେ ଗତ କାଲି ୧୨/୦୯/୨୦୨୪ ରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି

ମଦ, ବାଲି ଓ ଖଣି ମାଫିଆ ଙ୍କ ଉପରେ ପ୍ରଶାସନ ର ଚଢାଉ ଧର୍ମକୁ ଆଖିଠାର ନା ଦଶହରା ଗୁଆ ଦେବା ପର୍ବ ଆରମ୍ଭ ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପରମ୍ପରା ଆଳରେ ଦଶହରା ମାମୁଲି ନେବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସ୍ୱଳ୍ପ ଦିନ ପରେ ଦଶହରା ପର୍ବ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ଓ ପୋଲିସ ବାବୁ ମାନେ ଚିକିଟି ମଦ ମୃତ୍ୟୁ ପରେ ଆଉ ଚୋରା ମଦ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ ବନ୍ଦ