ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି; ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି।ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି।

କୋଲାକାତାରେ ବଡ଼ ବିସ୍ଫୋରଣ, ଜରି ଗୋଟାଳି ମୃତ

କୋଲକାତା : କେନ୍ଦ୍ରୀୟ କୋଲାକାତାର ବ୍ଲୋଚମାନ ଷ୍ଟ୍ରିଟ ଓ ଏସ୍‌ଏନ ବାନାର୍ଜୀ ରୋଡକୁ ସଂଯୋଗ କରୁଥିବା ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳିଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ୧.୪୫ରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରି ଆଡ଼େ ଆତଙ୍କ ଖେଳି

ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ… ୫୦ ଦଳିତ ପରିବାର ସାମାଜିକ ବାସନ୍ଦ

ନୂଆଦିଲ୍ଲୀ : ଉଚ୍ଚ ଜାତିର ଜଣେ ଯୁବକଙ୍କ ବିରୋଧରେ ଜଣେ ନାବାଳିକାଙ୍କ ପରିବାର ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ୫୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଥାନାରୁ ଅଭିଯୋଗ ଉଠାଇନେବାକୁ ରାଜି ନ ହେବାରୁ ଉଚ୍ଚ ଜାତିର ଲୋକମାନେ ସେମାନଙ୍କୁ ବାସନ୍ଦ କରିଛନ୍ତି। ଏଭଳି ଘଟଣା ଘଟିଛି

ଦଳିତ ପିଲାକୁ ଉଲଗ୍ନ କଲେ, ସର୍ବସମ୍ମୁଖରେ ବଳପୂର୍ବକ ନଚାଇଲେ

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। କିଛି ଲୋକ ମିଳିତ ଭାବେ ରାଜସ୍ଥାନର କୋଟାରେ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ସେମାନେ ଜଣେ ୧୨ ବର୍ଷୀୟ ଦଳିତ ପିଲାକୁ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ଏହାପରେ ତାଙ୍କୁ ସର୍ବସମ୍ମୁଖରେ ନଚାଇବା ସହ ପୂରା ଘଟଣାର ଦୃଶ୍ୟକୁ ରେକର୍ଡ

କେନ୍ଦ୍ରର ବଡ଼ ନିଷ୍ପତ୍ତି: ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମଧ୍ୟପ୍ରଦେଶରେ ଉତ୍ପାଦିତ ହୋଇଥିବା ସୋୟାବିନକୁ କ୍ୱିଣ୍ଟାଲ ପିଛା ଧାର୍ଯ୍ୟ ଏମଏସ୍‌ପି ୪,୮୯୨ ଟଙ୍କାରେ କିଣିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏନେଇ ମଧ୍ୟପ୍ରଦେଶ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ‌ଏହି ଅନୁରୋଧକୁ

‘ରାହୁଲ ଗାନ୍ଧି ମୁସଲିମ ନା ଖ୍ରୀଷ୍ଟିଆନ?’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି।ଏହି ବାଛୁରୀ ସହ ଭିଡିଓ ଶେଆର କରି 'ଦୀପଜ୍ୟୋତି'କୁ ସ୍ୱାଗତ ବୋଲି

ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି, ନାଁ ଦୀପଜ୍ୟୋତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି।ଏହି ବାଛୁରୀ ସହ ଭିଡିଓ ଶେଆର କରି 'ଦୀପଜ୍ୟୋତି'କୁ ସ୍ୱାଗତ ବୋଲି

ଜୁସରେ ପରିସ୍ରା ମିଶାଇ ଲୋକଙ୍କୁ ଦେଉଥିଲେ: ବାପାଙ୍କୁ ବାନ୍ଧିଲା ପୁଲିସ, ପୁଅ ଅଟକ

ଗାଜିଆବାଦ : ଚକାଚକ ଦୋକାନ। ଖଚାଖଚ ଭିଡ଼। ଏହି ଭିଡ଼ ଭିତରେ ବାପ–ପୁଅ ଲୋକଙ୍କୁ ଦେଉଥିଲେ ବିଭିନ୍ନ ପ୍ରକାରର ଫଳ ଜୁସ୍‌। ଲୋକମାନେ ମଧ୍ୟ ବେଶ ଆନନ୍ଦରେ ଜୁସକୁ ପିଉଥିଲେ। ହେଲେ ବାସ୍ତବରେ ଏହି ବାପ-ପୁଅ ଯୋଡ଼ି ଲୋକଙ୍କୁ ଦେଉଥିବା ଜୁସ୍‌ରେ ମିଶାଉଥିଲେ ପରିସ୍ରା।ଏପରି ସାଂଘାତିକ କାମ ସାମ୍ନାକୁ

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ତୀବ୍ର ବିରୋଧର ସମ୍ମୁଖୀନ ହେଲେ

କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଚଳାଇଥିବା ଡାକ୍ତରମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ

କନ୍ଧମାଳର ଝିଅ ଜାତୀୟ ସ୍ତରରେ ଟାଇକୋଣ୍ଡ ଖେଳି ଓଡ଼ିଶା ପାଇଁ ଆଣିଲେ ଗୌରବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘର ଏବଂ ଫୁଲବାଣୀ ମାର୍ଶା୍ଲାଟ ଏକାଡେମୀର ଦୀପିକା ବୁରୁ୍ୟୁଲି ୮/୯/୨୦୨୪ ଠାରୁ ୧୦/୯/୨୦୨୪ ପର୍ଯ୍ୟନ୍ତ ଆଗ୍ରା ଠାରେ ୪୧ ତମ ଜାତୀୟ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା ରେ ବାଳିକା ବିଭାଗରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି l ଆମ ଜିଲ୍ଲା