ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ବାବା ସିଦ୍ଦିକିଙ୍କ ପୁଅ!

ମହାରାଷ୍ଟ୍ରର ଭେଟରାନ ରାଜନେତା ବାବା ସିଦ୍ଦିକିଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ପର୍କରେ ବଡ଼ ତଥ୍ୟ ମିଳିଛି। ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ…

କବାଡି ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ। ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ମୃତ ଖେଳାଳି ଜଣଙ୍କ ଛତିଶଗଡ ମହାସମୁନ୍ଦ…

ମୁମ୍ବାଇ ଯାତ୍ରୀଙ୍କ ପାଇଁ ଖୁସି ଖବର, ଟୋଲ୍-ଫି ଛାଡ଼ କଲେ ସିନ୍ଦେ ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର କରିଛନ୍ତି ବଡ଼ ଘୋଷଣା। ଆଜି ମଧ୍ୟରାତ୍ର ପରଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ। ଆଜି…

ଦଳ ଛାଡି ଚାଲିଯାଆନ୍ତୁ ଅମର : ଲେନିନ ମହାନ୍ତି

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ଏଥର ରାଜଧାନୀରେ ଫୁଟିବନି ବାଣ

ଭୁବନେଶ୍ୱର : ଏଥର ରଜଧାନୀରେ ଫୁଟିବନି ବାଣ। ବାଣ ତିଆରି ଓ ବିକ୍ରି ଉପରେ ବ୍ୟାନ୍‌ ଲାଗିଇଲେ ଦିଲ୍ଳୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବ ବର୍ଷ ଭଳି ଏଥର ବି ଦିଲ୍ଳୀରେ ବାଣ ଫୁଟିବନି। ଦୀପାବଳିରେ ବାଣ ଫୁଟାଇବା ପରେ…

ସହଜ ଓ ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ

ପୁରୀ: ଆହୁରି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ । ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରୁଖୁରରୁରେ ଦର୍ଶନ କରିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ତେବେ ନାଟମଣ୍ଡପରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା । …

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦଶଭୂଜା

ପାପର ବିନାଶ ଘଟିଛି, ସତ୍ୟର ବିଜୟ ହୋଇଛି। ୯ ଦିନ ଧରି ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ଅନେକ…

ଓଡ଼ିଆ ଯୁବତୀ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲା, ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ । ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ। ପୀଡ଼ିତାଙ୍କ ପରିବାର ଲୋକ ଦିଲ୍ଲୀ ଯାଉଛନ୍ତି…

ପପୁଙ୍କ ଓପନ୍‌ ଚ୍ୟାଲେଞ୍ଜ: ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି

'ମାଟିରେ ମିଶାଇ ଦେବି ଅପରାଧର ସାମ୍ରାଜ୍ୟ। ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବି।' ଏଭଳି ଓପନ୍‌ ଚ୍ୟଲେଞ୍ଜ ଦେଇଛନ୍ତି ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ…

ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା…