ଗଳ୍ପ ମଧ୍ୟ ଶିକ୍ଷାର ଏକ ଅବିଛେଦ୍ୟ ଅଙ୍ଗ
ଫୁଲବାଣୀ : ଗଳ୍ପ ମାଧ୍ୟମରେ ଶିଶୁ ଓ ସମାଜର ପରିବର୍ତ୍ତନ - ଏହା ଉପରେ କେପି ସାଲୁଙ୍କି ଠାରେ ବାଳ ରକ୍ଷା ଭାରତ ଓ ଓଡିଶା ଶିକ୍ଷା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଗଳ୍ପ ବହି ଉନ୍ମୋଚନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତର ଆସିଷ୍ଟାଣ୍ଟ!-->…