ଟ୍ରକ୍‌ରେ ନିଆଁ ଲାଗି ପୋଡ଼ିଗଲା ୩୦ ଟନ୍‌ ଡାଲି

ନିଆଳି: ଚଳନ୍ତା ଡାଲି ଟ୍ରକ୍‌ରେ ଲାଗିଲା ନିଆଁ। ପୋଡ଼ିଗଲା ୩୦ ଟନ୍‌ ଡାଲି। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଁ ଆୟତ୍ତ କଲା ଅଡ଼ଶପୁର ଓ ନିଆଳି ଅଗ୍ନିଶମ ବାହିନୀ। ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ। ରାୟପୁରରୁ କୋଣାର୍କ ଯାଉଥିଲା

ଆସନ୍ତା କାର୍ଯ୍ୟକ୍ରମ ପାଇଁ ଉଦାହରଣ ଟିମ୍ ର ବୈଠକ

ରାଉରକେଲା : ସହିଦ୍ ଓ ସହିଦ୍ ପରିବାରକୁ ଦେବା ପାଇଁ ସୃଷ୍ଟି ହୋଇଥିବା ସାମାଜିକ ଅନୁଷ୍ଠାନ ଉଦାହରଣ ଟିମ୍ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ସେକ୍ଟର ୧୯ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଙ୍କ ଅଧ୍ୟକ୍ଷତା ଓ ସାଧାରଣ

ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ…

ରାଉରକେଲା :  ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଅବସରରେ ସେକ୍ଟର - ୪ ସ୍ଥିତ ରାଉରକେଲା କଲେଜର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ଦ୍ବାରା 'ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା' ଶୀର୍ଷକ ଏକ ଆଲୋଚନା ଚକ୍ର ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ

ବ୍ଲକସ୍ତରୀୟ ପୋଷଣ ମାସ ପାଳନ

ଗଞ୍ଜାମ/ବୁଗୁଡା : ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବଂ ତହସିଲଦାର

ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ

ଛତ୍ରପୁର : ଜିଲ୍ଲାସଦର ମହକୁମା ଛତ୍ରପୁର ସ୍ପୋର୍ଟସ୍ ଷ୍ଟାଡିୟମ୍ (ଖେଳ ପଡିଆ ) ଠାରେ ଗତ ତିନିଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର

ଓଡ଼ିଶା ସ୍ବାବଲମ୍ବୀ କାରିଗର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ସ୍ବାବଲମ୍ବୀ କାରିଗର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ବୁଲନ ଭାଇ ସେବା ସଦନ ଠାରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀ ଶାନ୍ତନୁ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି

ଆଉ କେବେ ଚେତିବ ପ୍ରଶାସନ, ମୃତ୍ୟୁକୁ ଅପେକ୍ଷା କରିଛି ମୁକୁଳା ଡ୍ରେନ !!

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ଜନଗହଳି ପୂର୍ଣ୍ଣ ରାସ୍ତାରେ ମୁକୁଳା ପଡିଛି ଡ୍ରେନ। ଅଘଟଣକୁ ଅପେକ୍ଷା ଆସିକା ବିଜ୍ଞାପିତ ଅଞ୍ଚଳ ଅଧିନ ଦୁଇ ନମ୍ବର ୱାର୍ଡ ବାଣୀବିହାର ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳ। ଏହି ସ୍ଥାନ ରେ ରାସ୍ତା ର ଗୋଟିଏ ପାର୍ଶ୍ଵ ରେ ଜନ ବସତି ଓ ଅନ୍ୟ ପାର୍ଶ୍ୱ

ଯମ ଯନ୍ତ୍ରଣାଠୁ ବଳିଗଲା ଟାଟା ପାୱାର ଯନ୍ତ୍ରଣା : ଲୋକେ ହନ୍ତସନ୍ତ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ୍ତମ ବ୍ୟବସାୟୀକ ପେଣ୍ଠସ୍ଥଳି ହେଉଛି ଆସିକା। ଆସିକା ରେ ଗତ କିଛି ଦିନ ହେଲା ଟାଟା ପାୱାର ର କେବଳ ମର୍ଜି ରେ ବିଦ୍ୟୁତ ଯୋଗାଣ କହିଲେ କିଛି ଭୁଲ ହେବନାହିଁ। ଏପଟେ ସୁଭଦ୍ରା ଯୋଜନା ମାନିଆ ରେ ମହିଳାମାନେ ପଞ୍ଜି କରଣ ପାଇଁ ଘଣ୍ଟାଘଣ୍ଟା

ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ

ବ୍ରହ୍ମପୁର : ଗତ 15 ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି l ଏ ପ୍ରକାର

ମାଁ କନକ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା, ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ହିଞ୍ଜିଳିକାଟୁ ଓ ମାଁ ଶ୍ୟାମଳାଇ, ମାଁ ତାରାତାରିଣୀ ପୀଠ, ସହ ଆଖପାଖ ଅଞ୍ଚଳର ସମସ୍ତ ଦେବୀପୀଠ