ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ। ୩୪ ବର୍ଷୀୟ ଗାବ୍ରିଏଲ୍‌ ଅଟ୍ଟାଲଙ୍କୁ ମଙ୍ଗଳବାର ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା, ଲଢ଼ିପାରିବେନି ନିର୍ବାଚନ…

ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା ହିଂସାକାଣ୍ଡ ସହ ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ…

ହୋଟେଲରେ ପୁଅକୁ ମାରି ସୁଟକେସରେ ଭର୍ତ୍ତି କରି ନେଇଗଲା ମାଆ…

ଆଜି ଦିନ ତମାମ ଏକ ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଜଣେ ଚର୍ଚ୍ଚିତ ମହିଳାଙ୍କ ଚେହେରା । ଆପଣ ଦେଖୁଥିବା ଏ ମହିଳା ଜଣଙ୍କ ନିଜ ସ୍ୱାମୀର ପ୍ରତିଶୋଧ ନିଜ ଜନ୍ମ କଲା ପୁଅ ଠାରୁ ନେଇଛନ୍ତି । ସ୍ୱାମୀ ଉପରେ ଏତେ ରାଗ ଲାଗିଲା ଯେ ସେ…

ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଲାଗିଲା କର୍ଫ୍ୟୁ…

ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲାଗିଲା ଧାରା ୧୪୪। ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କର୍ଫ୍ୟୁ ଲଗାଇଛନ୍ତି। ଏନେଇ ଶାଜାପୁର ଜିଲ୍ଲାପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରିଜୁ ବଫନା ପୋଷ୍ଟ କରି…

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ୧୩ଟି ଲାଗିବ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ।…

ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି…

ଖୋର୍ଦ୍ଧା: ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଆଜି ଅପରାହ୍‌ଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ପ୍ରେମିକ ବୋଲି କୁହାଯାଉଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…

ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହେଲା; ତୃତୀୟ ବ୍ୟକ୍ତି ଦିଲୀପ ସାମନ୍ତରାୟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ହାଇଟେକ୍‌ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲରେ ଗତବର୍ଷ ଡିସେମ୍ବର ୨୯ ତାରିଖ ଦିନ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନ୍‌ଏ ରିପୋର୍ଟ ଆଜି ଆସିଛି। ଏହି ରିପୋର୍ଟ ଆସିଲା ପରେ ମୃତହେଦ ଦିଲୀପ ନା ଜ୍ୟୋତି ତାହା ମଧ୍ୟ…

୧୭ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ…

୧୬ବର୍ଷ ପୁରି ୧୭ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ଆଜି ସପ୍ତମ ବାଟାଲିୟନ ପଡ଼ିଆରେ ୧୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅପରାଧ ଦମନ ,ବିଭିନ୍ନ ବଡ଼ ବଡ଼ ଯାତ୍ରା, ହକି ବିଶ୍ୱକପ,…

ବ୍ରାଉନସୁଗାର ଜବତ; ମହିଳାଙ୍କ ସମେତ ୨ ଅଭିଯୁକ୍ତ ଗିରଫ…

ଭଦ୍ରକ: ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅମରଗଡ଼ିଆ ଗ୍ରାମ ନିକଟରେ…

ଉସ୍ତାଦ ରଶିଦ ଖାନଙ୍କ ପରଲୋକ…

ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। କୋଲକାତାର ପିଅରଲେସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ତାଙ୍କ ମୃତଦେହକୁ…