ପିଓକେ ବୁଲିଲେ ବ୍ରିଟିଶ ରାଜଦୂତ, ଭାରତର କଡ଼ା ପ୍ରତିକ୍ରିୟା…

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ବ୍ରିଟିଶ ହାଇକମିଶନର ଜିନ୍ ମେରିୟଟ୍ ଙ୍କ ଗସ୍ତକୁ ଭାରତ ତୀବ୍ର ବିରୋଧ କରି ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି। ୨୦୨୪ ଜାନୁଆରି ୧୦ ତାରିଖରେ ଇସଲାମାବାଦରେ ଥିବା ବ୍ରିଟିଶ ହାଇକମିଶନରଙ୍କ…

ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ…

ନୂଆଦିଲ୍ଲୀ : ଯାଚିବା ପରେ ବି ମନା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଏଥିରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ପାରିତ…

‘ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି’…

ନୂଆଦିଲ୍ଲୀ : ଗୋଟିଏ ପଟେ ‘ଇଣ୍ଡିଆ’ ବ୍ଲକରେ ସିଟ୍‌ ବଣ୍ଟନକୁ ନେଇ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଛି। ତେବେ ଏହି ବୈଠକରେ ଯୋଗଦେଇନି ଟିଏମ୍‌ସି। ଏହାକୁ ନେଇ ଏବେ କଂଗ୍ରେସ…

ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ

ନୂଆଦିଲ୍ଲୀ : ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର…

ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରିଜେକ୍ଟେଡ୍ ନୁହେଁ: ଶିବରାଜ ସିଂହ…

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ତାଙ୍କର ଭବିଷ୍ୟତ କ’ଣ ରହିଛି, ସେ ନେଇ ଏଯାଏଁ କୌଣସି ସଂକେତ ଦେଇ ନାହିଁ ବିଜେପି। ତାଙ୍କ ପାଇଁ ଦଳ କ’ଣ ବିଚାର କରୁଛି, ସେ ନେଇ ବହୁ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଶିବରାଜ ସିଂହ…

ଗଙ୍ଗାସାଗର ମେଳାକୁ ବାଟ ପଚାରିଲେ ୩ ସାଧୁ, ନିର୍ଧୂମ ପିଟିଲେ ଲୋକେ…

ନୂଆଦିଲ୍ଲୀ : ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଯାଉଥିଲେ ୩ ସାଧୁ। ମାତ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବାଟ ନ ପାଇବାରୁ ୩ ନାବାଳିକାଙ୍କୁ ପଚାରିଲେ ରାସ୍ତା। ଏହାପରେ ଆରମ୍ଭ ହେଲା ମହାଭାରତ । ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିର୍ଧୂମ ପିଟିବାକୁ…

ମେଡିକାଲ ଛାତ୍ରୀ ଯୌନ ନିର୍ଯାତନାର ଶିକାର; ଅଭିଯୁକ୍ତ ଅଧିକାରୀଙ୍କୁ କ୍ୟାମ୍ପସ୍‌ ମନା…

ଗୋରଖପୁର : ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ମେଡିକାଲ ଛାତ୍ରୀ। ନିଜ କଲେଜର ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଛାତ୍ରୀଜଣକ ଏପରି ଅଭିଯୋଗ ଆଣିବା ପରେ କ୍ୟାମ୍ପସ୍‌ରେ ଚହଳ ସୃଷ୍ଟି ହୋଇଛି। ଏପରି ଘଟଣା ଗୋରଖପୁରସ୍ଥିତ ଏମ୍ସରେ…

କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର : କୃଷି ଓଡ଼ିଶା-୨୦୨୪କୁ ଉଦ୍‌‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇ ୧୪ ଯାଏଁ ତିନି ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟ କ୍ରମକୁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଉଦ୍‌ଘାଟନ କରି କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ…

ପ୍ରେସକ୍ରିପସନ ଓ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ବର : ଅନେକ ସମୟରେ ଦେଖାଯାଏ ଡାକ୍ତରମାନେ ପ୍ରେସକ୍ରିପସନରେ କଣ ଲେଖନ୍ତି, ତାହା ରୋଗୀମାନେ ବୁଝିପାରନ୍ତି ନାହିଁ। ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍‌ ଲେଖିଲେ ତାହା କେବଳ ମେଡିସିନ୍‌ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ…

ଶ୍ରୀନଅରରେ ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ

ପୂରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟବରଣ ନୀତି ସମାପନ ପରେ ଗଜପତି ମହାରାଜ କହିଛନ୍ତି, ପ୍ରଶାସନ ଦ୍ୱାରା କରାଯାଇଥିବା…