ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ରହୁଛନ୍ତି । ଏକ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୋଦିଙ୍କ କାର୍ଯ୍ୟକ୍ରମ: ରାହୁଲ ଗାନ୍ଧି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା…

କାରକୁ ଧକ୍କା ଦେଲା ‘ମୋ ବସ୍’…

ଭୁବନେଶ୍ୱର:କାରକୁ ‘ଧକ୍କା ଦେଲା ମୋ ବସ୍’। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ କଟକ ବାରଙ୍ଗଠାରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ସଂପୃକ୍ତ ମୋ ବସକୁ ଧକ୍କା ଦେବା ପରେ ଅଟକ ରଖିଛନ୍ତି। ଓଡି…

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଲେପାକ୍ଷୀରେ ଜଟାୟୁଙ୍କର ଏହି ମନ୍ଦିର…

BSKY ନବୀନ କାର୍ଡର ପଞ୍ଜିକରଣର ସମୟ ସୀମା ବୃଦ୍ଧି, ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ…

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ୍‌

ଗୁରୁଦ୍ୱାରା ଭିତରେ ଘଟିଲା ଅଘଟଣ। ରକ୍ତ ରଞ୍ଜିତ ହେଲା ଶିଖମାନଙ୍କ ପବିତ୍ର ଧାର୍ମ ପୀଠ। ଗୁରୁଦ୍ୱାରା ଭିତରେ ପଶି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନିହାଙ୍ଗ ଶିଖ୍‌। ପଞ୍ଜାବର ଫଗବାଡ଼ାରେ ଘଟିଛି ଏଭଳି କିଛି ଚକିତ କଲା ଭଳି ଘଟଣା। ପଞ୍ଜାବର…

ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ଘଟଣା ; ମହିଳା କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ପନ୍ନୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ। ଖାଲିସ୍ତାନ ସମର୍ଥକ ତଥା ସିଖ୍‌ ଫର୍‌ ଜଷ୍ଟିସର ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ଏହି ହତ୍ୟା ଧମକ ଦେଇଛି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ…

ମୋବାଇଲ୍‌ରେ କଥା ହେବାକୁ ମନା କରିବାରୁ ବାପାମା’ଙ୍କୁ ପନିକିରେ ହାଣିଲା ଝିଅ…

ବାଲେଶ୍ଵର: ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା ମା’ଙ୍କୁ ପନିକିରେ ହାଣିଲା ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗାଁ ରେ । ବାପା ରଞ୍ଜିତ ସିଂ ଓ ମା ବୁଦୁନି ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର…

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । ଏଥିପାଇଁ ଖଇରଗୁରା…