ମକର ସଂକ୍ରାନ୍ତିରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ

Maa-Tarini-Sunabesha

ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଘଟଗାଁ ମା’ ତାରିଣୀଙ୍କ ପୀଠ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ହଜାର ହଜାର ସଂଖ୍ୟାର ଭକ୍ତଙ୍କ ଭିଡ ଜମିଛି । ଆଜି ଭୋର ୪ଟାରୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ ସହ ସ୍ବତନ୍ତ୍ର ପୂଜା ସହ ସୁନା ବେଶରେ ସଜ୍ଜିତ କରାଯାଇଥିଲା । ପରେ ମାଆଙ୍କ ନିକଟରେ ଲାଗି ହୋଇଥିଲା ମକର ଚାଉଳ । ଭକ୍ତଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

nis-ad
Leave A Reply

Your email address will not be published.