ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ImgResizer_20240114_1749_43128

ଭୁବନେଶ୍ବର  : ବାଲେଶ୍ବରରୁ ଲଢ଼ିବେନି ଅଶ୍ବିନୀ। ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଟକରୁ ଲଢ଼ିବା ନେଇ ସମ୍ଭାବନା ଅଧିକା ରହିଛି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ଖାଲି ଏତିକି କହିଛନ୍ତି, ନା’ … ନନା ଅଛନ୍ତି । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଇଙ୍ଗିତ କରି ଏହା କହିଛନ୍ତି ଅଶ୍ୱିନୀ।

nis-ad
Leave A Reply

Your email address will not be published.