ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି…

Vigilance_1702302044

ଝାରସୁଗୁଡା : ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଗଛ କଟା ପରିମିସନ ପାଇଁ ନେଉଥିଲେ ୧୫ ହଜାର ଟଙ୍କା।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଞ୍ଜ ବନ୍ଧବାହାଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ଜଗୁଆଳି ସଞ୍ଜୟ ବାରିକ ନେଉଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନସ। ଝାରସୁଗୁଡା ଓ ସୁନ୍ଦରଗଡ଼ ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ।

nis-ad
Leave A Reply

Your email address will not be published.