ଲୋକମାନେ ନିଜ ରୁଚି ଅନୁସାରେ ଆମିଷ କିଣୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀ ମାନେ ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଚିକେନ୍ ଓ ମାଂସ । ଆଜି ଦର ମଧ୍ୟ ଟିକି ଉଚ୍ଚା ରହିଛି । ରୋହି କିଲୋ ୧୮୦ ଟଙ୍କା ଥିବାବେଳେ ଭାକୁର ମାଛ ୨୨୦ ଟଙ୍କା , ଇଲିଶି ୧୮୦୦ ଟଙ୍କା ରହିଛି । ସେହିପରି କଙ୍କଡା ୬୦୦ ଟଙ୍କା ଥିବାବେଳେ ମଟନ ୮୦୦ ଏବଂ ଚିକେନ୍ ୪୫୦ ଟଙ୍କା କିଲୋ ରହିଛି । ରେଟ୍ ଟିକିଏ ଅଧିକ ଥିଲେ ବି ଲୋକେ ଏହାକୁ ଖାତିର ନକରି ନିଜ ମନ ପସନ୍ଦର ଆମିଷ କିଣି ନେଉଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post