ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ…

ee

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ ଧରାପଡିପଡିଥିଲେ । ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଏସଡିପିଓଙ୍କ ଜିମା ଦେଇଥିଲେ । କାଲି ଦୁଇଟି ଘଟଣାରେ ବିପୁଳ ବାଣ ଓ ମଦ ଜବତ ହୋଇଥିଲା । ହୋମଗାର୍ଡ ପ୍ରକାଶ ମୁଦୁଲି ଜବତ ହୋଇଥିବା ବାଣ ଓ ମଦକୁ ଗତକାଲି ରାତିରେ ଚୋରାଚାଲାଣ କରୁଥିବାବେଳେ ଧରାପଡିଥିଲେ ।

nis-ad
Leave A Reply

Your email address will not be published.