ଖବର ଅନୁଯାୟୀ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୮ ଅଚିହ୍ନା ମୃତଦେହକୁ ଭୁବନେଶ୍ବର ଏମ୍ସରେ ରଖାଯାଇଛି । ଗତ ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇଟି ପର୍ଯ୍ୟାୟରେ ଏମ୍ସକୁ ୧୬୨ ଟି ମୃତଦେହ ଆସିଥିଲା । ପ୍ରଥମେ ୫୩ ମୃତକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଏବେ ବି ୨୮ ମୃତଦେହ ପଡିରହିଛି । ଯେଉଁ ଗୁଡିକୁ ଏବେ ଅନ୍ତିମ ସଂସ୍କାର କରାଯିବ ।
Sign in
Sign in
Recover your password.
A password will be e-mailed to you.
Prev Post