ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ…

chadhau

କାମାକ୍ଷାନଗର: କାମାକ୍ଷାନଗର ସହରର ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ। କଟକ ଡିଭିଜନର ଏକ ୭ଜଣିଆ ଟିମ କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ, ରଡ ଦୋକାନ ଉପରେ ଚଢାଉ କରିଛି। ଜିଏସଟି ଫାଙ୍କି ଥିବାର ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାରରେ ଆଜି କଟକ ଡିଭିଜନର ଟିମ ଆସି ଦୋକାନରେ ଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକ ଯାଞ୍ଚ କରିଥିଲେ। ସିମେଣ୍ଟ,ରଡ ଓ ଆଜବେଷ୍ଟ ଗୁଡିକ ବିକ୍ରି ହୋଇଥିବା ସମସ୍ତ ବିଲ ଗୁଡିକର ତନ ତନ ଯାଞ୍ଚ କରିବା ସହ ବିଲ ଗୁଡିକୁ ଜବତକରି ମୁଖ୍ୟ କାର୍ଯ୍ୟାଳୟକୁ ନେଇଛନ୍ତି।

nis-ad
Leave A Reply

Your email address will not be published.