ବର୍ତ୍ତମାନ ହିନ୍ଦୁ ମହାସଭାର ସଭାପତି ସ୍ବାମୀ ଚକ୍ରପାଣି ମଧ୍ୟ ଏହି ପ୍ରସଙ୍ଗରେ ଏକ ବୟାନ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ସେ ରବିବାର କହିଛନ୍ତି ଯେ ଜିହାଡି ମାନସିକତାର ଲୋକମାନେ ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରାଯିବା ଉଚିତ ଏବଂ ଶିବକ୍ଷେତ୍ର ପଏଣ୍ଟକୁ ହିନ୍ଦୁ ରାଷ୍ଟ୍ରର ରାଜଧାନୀ କରାଯିବା ଉଚିତ। ଆମେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛୁ କି ଶିବଶକ୍ତି ପଏଣ୍ଟରେ ଭଗବାନ ଶିବ, ମା’ ପାର୍ବତି ଓ ଭଗବାନ ଗଣେଶଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉ ଯେଉଁଠାକୁ ଯିବା ଆସିବା ସୁଲଭ ହେବ।
Post Views: 7