ସେହିପରି ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ବିବେକ ବିହାର ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ବୈଠକରେ ଯୋଗଦେବା ପାଇଁ କିଏ ଅନୁମତି ଦେଇଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।
ସେହିପରି ଏସବିଆର ମହିଳା କଲେଜର ଛାତ୍ରୀ ସନ୍ଧ୍ୟା ସେଠୀ ନାମକ ଆୟୋଜନ ସ୍ଥଳକୁ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ପିସିସି ସଭାପତି କହିଛନ୍ତି, କ୍ଷତି ଓ ଆଘାତ ପାଇଁ କିଏ ଦାୟୀ ରହିବ? ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ସନ୍ଧ୍ୟା ସେଠୀଙ୍କ ଜୀବନ ବଞ୍ଚାନ୍ତୁ।
Post Views: 6