[ad_1]
ଏ ବିଷୟରେ ସୂଚନା ଦେଇ ସଂସ୍ଥାର ଚେୟାରମ୍ୟାନ ରାଜୀବ ସାହୁ କହିଛନ୍ତି, ଅର୍ଥମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ତିନିଆ ଦିନିଆ କନଫରେନ୍ସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଥାଉ କି, ଏହି କନଫରେନ୍ସ ଅଢେଇ ଦିନ ଚାଲିବ । ଆଇସିଏଆଇ ଭୁବନେଶ୍ୱର ଅଧ୍ୟକ୍ଷ ପ୍ରଦୀପ ସାହୁ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ପ୍ରଧମ ଦିନ ଇନାଗୁରେସ ପରେ ଶେଷ ଦୁଇ ଦିନ ଜିଏସଟି ଏବଂ ଅଡିଟିଂ ଉପରେ ଆଲୋଚନା ହେବ ।
[ad_2]