Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ଟିକେଟ ମିଳିବ କହି ନେଇଥିଲେ ୨ କୋଟି, ବନ୍ଧା ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଭାଇ ଓ ପୁତୁରା
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭାଇ ଗୋପାଳ ଯୋଶୀ ଓ ପୁତୁରା ଅଜୟ ଯୋଶୀଙ୍କୁ ଶେଷରେ ପୁଲିସ୍ ଗିରଫ କରିଛି। ଏମାନଙ୍କ ନାଁରେ ୨ କୋଟି ଟଙ୍କାର ଠକେଇ ମାମଲା ରହିଥିଲା। ଦୁଇ ଜଣ ଯାକ ଫେରାର ଥିବା ବେଳେ ସେମାନଙ୍କୁ ବେଙ୍ଗାଲୁରୁ ପୁଲିସ୍ ଗିରଫ କରିଛି।
ଗୋପାଳ ଓ ଅଜୟଙ୍କ ନାଁରେ!-->!-->!-->…
ମହାରାଷ୍ଟ୍ର ପାଇଁ ବିଜେପିର ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢ଼ିବେ ଫଡନାଭିସ୍
ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଜେପି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ!-->…
ପୁଣି ଭାରତୀୟ ବିମାନକୁ ବୋମା ଧମକ; ଜର୍ମାନୀରେ ଜରୁରୀ ଅବତରଣ
ଭୁବନେଶ୍ୱର : ଭାରତୀୟ ବିମାନକୁ ପୁଣି ମିଳିଛି ବୋମା ଧମକ। ଗୋଟିଏ ଦିନରେ ୩୨ଟି ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଏହାପରେ ଗୋଟିଏ ବିମାନର ଦିଗ ପରିବର୍ତ୍ତନ କରାଯାଇ ଜରୁରୀ ଅବତରଣ କରାଯାଇଛି। ଅନ୍ୟ ସମସ୍ତ ବିମାନଗୁଡିକୁ ଗନ୍ତବ୍ୟସ୍ଥଳରେ ଅବତରଣ କରାଯିବା ପରେ ଯାଞ୍ଚ!-->…
ବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ
ଏବେ ବି ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ 22 ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କ ମୃତ୍ୟୁକୁ ନେଇ ଭିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ।
ଏହି କ୍ରମରେ ଗତକାଲି!-->!-->!-->…
ଆୟୁଷ୍ମାନ ଭାରତ ଯୋଜନାରେ ୧୭୦ ଆୟୁର୍ବେଦ ପ୍ୟାକେଜ ଅନ୍ତର୍ଭୁକ୍ତ
ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଜାଧବଙ୍କର ୧୦୦ ଦିନ କାର୍ଯ୍ୟକାଳରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୧୦୦୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆୟୁଷ ଏଣ୍ଟ୍ରି ଲେବେଲ ସାର୍ଟିଫିକେଟ୍ ମିଳିବା ସହିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ!-->…
ଚାଷୀଙ୍କୁ ୧୩ଟି ନୂଆ ଗହମ ପ୍ରଜାତି ବଣ୍ଟନ ଆରମ୍ଭ
ନୂଆଦିଲ୍ଲୀ : କର୍ନାଲସ୍ଥିତ ଭାରତୀୟ ଗହମ ଓ ବାର୍ଲି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୧୩ଟି ନୂଆ ପ୍ରଜାତିର ଗହମର ବିହନ ବଣ୍ଟନ ଆରମ୍ଭ ହୋଇଛି। ନୂଆ କିସମର ବିହନ ପାଇବା ପାଇଁ ସାରା ଦେଶରୁ ୨୨ ହଜାର କୃଷକ ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ!-->…
ସିନୱାର ପରେ ଖଲିଲ୍ ହମାସର ମୁଖ୍ୟ
ଗାଜା : ପାଲେଷ୍ଟାଇନର ଗାଜାରେ ସକ୍ରିୟ ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ୟାହା ସିନୱାରର ମୃତ୍ୟୁ ହୋଇଛି। ସିନୱାରର ମୃତ୍ୟୁ ଖବରକୁ ହମାସ ଶୁକ୍ରବାର ସ୍ବୀକାର କରିଛି। ଗୁରୁବାର ଇସ୍ରାଏଲ୍ର ଡ୍ରୋନ ଆକ୍ରମଣରେ ସିନୱାରର ମୃତ୍ୟୁ ହୋଇଥିଲା। ଏହି ଖବରକୁ ହମାସ ଅସ୍ବୀକାର କରିଥିଲା। ସିନୱାରର!-->…
ବିଜୟା ରାହତକର ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ
ନୂଆଦିଲ୍ଲୀ : ବିଜୟା ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଏବଂ ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ!-->…
୩ଟି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଶେଷରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ମାଲୱି ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲଜେରିଆ, ମୌରିଟାନିଆ ଓ ମାଲୱି ଗସ୍ତ ଶେଷ ହେବା ପରେ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଆଫ୍ରିକୀୟ ଦେଶ ଗସ୍ତ ଆଲଜେରିଆ, ମୌରିଟାନିଆ ଏବଂ ମାଲାବି ସହିତ!-->…
ଡ୍ରୋନ ଆକ୍ରମଣ ପରେ କହିଲେ ନେତନ୍ୟାହୁ – ଆମେ ଜିତିବୁ ଯୁଦ୍ଧ
ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦେଶ ଏହି ଯୁଦ୍ଧ ଜିତିବାକୁ ଯାଉଛି। ସାମାଜିକ ଗଣମାଧ୍ୟମରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ ହମାସର ୟାହ୍ୟା ସିନ୍ୱାରଙ୍କୁ କହିଛନ୍ତି, ସିନ୍ୱାର ହେଉଛନ୍ତି ଆତଙ୍କବାଦୀ କାର୍ଯ୍ୟ କଳାପର!-->…