Browsing Category

ଦେଶ

ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ:ଦୋହଲିଲା ଦିଲ୍ଲୀ। ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା। ଭୟଭୀତ ହୋଇପଡିଲେ ରାଜଧାନୀବାସୀ। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ଯାଏ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।ଆଫଗାନିସ୍ତାନ

ଭାରତରେ ବଢୁଛି ଜୀବନ ହାରିବା ମାମଲା: କୃଷକଙ୍କ ରେକର୍ଡ ପାର୍‌ କଲେ ଛାତ୍ର

ନୂଆଦିଲ୍ଲୀ: ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଛାତ୍ର ଆତ୍ମହତ୍ୟା ହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇବାରେ ଲାଗୁଛି। ତେବେ ବଡ଼ କଥା ହେଉଛି ପୂର୍ବରୁ ଦେଶରେ କୃଷି ଆତ୍ମହତ୍ୟା ଅଧିକ ମାତ୍ରାରେ ରିପୋର୍ଟ କରାଯାଉଥିବା ବେଳେ ‌ଏବେ ସେହି ରେକର୍ଡକୁ କାଟିଛି ଛାତ୍ର ଆତ୍ମହତ୍ୟା

ରାହୁଲ ଗାନ୍ଧିଙ୍କ ସାମରିକ କଳାର ଭିଡିଓ ଭାଇରାଲ, ପ୍ରତିପକ୍ଷଙ୍କୁ କରୁଛନ୍ତି ଚିତ୍‌

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସ ଅବସରରେ କଂଗ୍ରେସ ସାଂସଦ ରହୁଲ ଗାନ୍ଧି ଗୋଟିଏ ପୁରୁଣା ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜର ସାମରିକ କଳା ଦେଖାଇଛନ୍ତି। ସେ ଜାପାନିଜ ସାମରିକ କଳା Jiu-Jitsu ଅନ୍ୟମାନଙ୍କ ସହ ଅଭ୍ୟାସ କରୁଥିବା ଦୃଶ୍ୟ

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ

ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି।ୱାଇଏସ୍‌ଆର କଂଗ୍ରେସ ଟିକେଟରୁ ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଯାଇଥିଲେ ହେଁ ଆଜି

ଅଡୁଆରେ ମଣ୍ଡି ସାଂସଦ, କୃଷକ ଆନ୍ଦୋଳନ ମନ୍ତବ୍ୟ ପରେ ନଡ୍ଡାଙ୍କୁ ଭେଟିଲେ କଙ୍ଗନା

ଚଣ୍ଡୀଗଡ଼ : ୨୦୨୦-୨୧ କୃଷକ ଆନ୍ଦୋଳନ ବିରୋଧରେ ତାଙ୍କ ମନ୍ତବ୍ୟରୁ ଦଳ ନିଜକୁ ଦୂରେଇ ରଖିବାର କିଛି ଦିନ ପରେ ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତ ଆଜି (ଗୁରୁବାର) ସକାଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି।

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ନଂ-1 ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024

UPSCକୁ ଚ୍ୟାଲେଞ୍ଜ କଲେ ପୂଜା ଖେଡକର

ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକର ଆଜି ବଡ଼ ଦାବି କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଆଇଏଏସ ପଦ ହରାଇଥିବା ପୂଜା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଠକେଇ ଅଭିଯୋଗକୁ ଫାଙ୍କି ଦେଇଛନ୍ତି। ଏଥିସହ ତାଙ୍କୁ ଅଯୋଗ୍ୟ ବିବେଚନା କରିବାକୁ ୟୁପିଏସ୍‌ସ ନେଇଥିବା ନିଷ୍ପତ୍ତିକୁ

ଡିଏମକେ ସାଂସଦଙ୍କ ଉପରେ ୯୦୮ କୋଟି ଟଙ୍କାର ଇଡି ଫାଇନ୍‌

ତାମିଳନାଡୁର କ୍ଷମତାସୀନ ଡିଏମକେ ସାଂସଦ ଏସ୍‌ ଜଗତରକ୍ଷକନ୍‌ଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଲଗାଇଛି ୯୦୮ କୋଟି ଟଙ୍କାର ଜୋରିମାନା। ଏନେଇ ତାଙ୍କ ପାଖକୁ ଇଡି ନୋଟିସ ପଠାଇଛି। ଜଗତରକ୍ଷକନ ଓ ତାଙ୍କ ପରିବାର ବିରୋଧରେ ରୁଜୁ ହୋଇଥିବା ଫୋରେକ୍ସ

୧୦ ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଶିଳ୍ପ ସ୍ମାର୍ଟ ସହର

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା