Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୋହନଙ୍କୁ ହେମନ୍ତଙ୍କ ଅନୁରୋଧ
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୋଶାଲ ମିଡିଆ ‘ଏକ୍ସ’ରେ ଏନେଇ ଟ୍ୱିଟ୍ କରି ସେ !-->…
ମୁଖ୍ୟମନ୍ତ୍ରୀ ଭାବେ ୨୧ ରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ (ଆତିଶୀ ମାର୍ଲେନ ସିଂହ)। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ!-->…
ଚନ୍ଦ୍ରାୟନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୨୧୦୪ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟ ଚନ୍ଦ୍ରାୟନ-୪ ମିଶନକୁ ସବୁଜ ସଂକେତ ଦେଇଛନ୍ତି | କେନ୍ଦ୍ର କ୍ୟାବିନେଟ ଏହାକୁ ମଂଜୁର କରିଥିବାବେଳେ ଚନ୍ଦ୍ରାୟନ-୪ ମିଶନ ଅଧୀନରେ ଚନ୍ଦ୍ରରେ ଅବତରଣ କରିବା, ନମୁନା ସଂଗ୍ରହ!-->…
ଶୁକ୍ର ପ୍ରଦକ୍ଷିଣ ଯାନ ପଠାଇବ ଭାରତ, ଖର୍ଚ୍ଚ ହେବ ୧୨୩୬ କୋଟି ଟଙ୍କା
ଭାରତର ମହାକାଶ ଅନ୍ୱେଷଣ ଅଭିଯାନକୁ ଆଉ ଏକ ଲମ୍ବଡିଆଁ ଦେଇ ଭାରତ ସରକାର ପୃଥିବୀର ନିକଟତର ଗ୍ରହ ଶୁକ୍ର ପ୍ରଦକ୍ଷିଣ ଅଭିଯାନ ବା ଭେନସ୍ ଅର୍ବିଟର୍ ମିଶନ (ଭୋମ)କୁ ମଂଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏ ସଂକ୍ରାନ୍ତ!-->…
‘ୱାନ ନେସନ, ୱାନ ଇଲେକ୍ସନ’ ସଂସଦର ଶୀତ ଅଧିବେଶନରେ ଆସିପାରେ ବିଲ୍
‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।!-->…
ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ବଡ଼ ପୁଅଙ୍କ ନାଁରେ ଆସିଲା ସମନ
ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଲା। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ଲାଲୁଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଫସିଥିବା ବେଳେ ଏଥର ଏଥିରେ ସାମିଲ ହୋଇଛି ତେଜପ୍ରତାପ ଯାଦବଙ୍କ ନାଁ। ଲାଲୁଙ୍କ ବଡ଼ ପୁଅ ତେଜ!-->…
ପ୍ରତି ଅଗ୍ନିବୀରଙ୍କୁ ମିଳିବ ଚାକିରି: ଅମିତ ଶାହ
ସମସ୍ତ ଅଗ୍ନିବୀରଙ୍କୁ ମିଳିବ ଚାକିରି। ସେନାରୁ ଆସିଥିବା ପ୍ରତ୍ୟେକ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି। !-->…
ଭାରତରେ ବଢୁଛି ଧନୀଙ୍କ ଧନ; ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟା ୬୩% ବୃଦ୍ଧି
ଭାରତରେ ବୃଦ୍ଧି ପାଉଛି ବାର୍ଷିକ ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା। ଗତ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୩% ବୃଦ୍ଧି ଘଟିଥିବା ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୩୧ ହଜାର ୮୦୦ ଜଣ!-->!-->!-->…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ!-->…
ପୂରଣ ହେଲା ଡାକ୍ତରଙ୍କ ଦାବି, ମନୋଜ ବର୍ମା ହେଲେ କୋଲକାତା ପୁଲିସ କମିଶନର
IPS ଅଫିସର ମନୋଜ କୁମାର ବର୍ମା ହୋଇଛନ୍ତି କୋଲକାତାର ନୂଆ ପୁଲିସ କମିଶନର। ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପଦରୁ ବିନୀତ ଗୋଏଲଙ୍କୁ ହଟାଇବା ପରେ IPS ମନୋଜ କୁମାର ବର୍ମାଙ୍କୁ ପୁଲିସ କମିଶନର ପଦରେ ନିଯୁକ୍ତି ଦେଇଛନ୍ତି।
1998 ବ୍ୟାଚର ମନୋଜ ବର୍ମା ପଶ୍ଚିମବଙ୍ଗ!-->!-->!-->…