Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାହୁଲଙ୍କ ପାସପୋର୍ଟ ଜବତ କରନ୍ତୁ ସରକାର: ବିଜେପିର ଦାବି ନେଇ ଉତ୍ତର ଦେଲା କଂଗ୍ରେସ
ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବିବୃତିକୁ ନେଇ ବିବାଦ ଜାରି ରହିଛି। ବର୍ତ୍ତମାନ ରାଜସ୍ଥାନର ଚିତ୍ତୋରଗଡର ବିଜେପି ସାଂସଦ ସିପି ଯୋଶୀ ରାହୁଲ ଗାନ୍ଧୀଙ୍କ ପାସପୋର୍ଟ ଜବତ କରିବାକୁ ଦାବି କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି।
ସିପି!-->!-->!-->…
ସରକାର ଗଠନ ପାଇଁ ଦିନେ ବିଜେପି ନେତା ଘର ବାହାରେ ଅପେକ୍ଷା କରୁଥିଲେ: ମୁଫତି
ଶ୍ରୀନଗର: ଜମ୍ମୁକାଶ୍ମୀରରେ ଏବେ ନିର୍ବାଚନୀ ମାହୋଲ ସରଗରମ ରହିଛି | ଦଳମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ବିଜେପିକୁ ଟାର୍ଗେଟ କରି ପିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଠାକୁ!-->…
ହିଂସକ ହେଉଛି ନିର୍ବାଚନ, କମଲା ହାରିସଙ୍କ ଅଫିସ୍ ଉପରକୁ ଗୁଳିମାଡ଼
ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେବେ ଭୋଟ୍ ପୂର୍ବରୁ ଆମେରିକାରୁ ଲଗାତର ହିଂସା ଖବର ସାମ୍ନାକୁ ଆସୁଛି। ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ!-->…
ଚାପ ବଢ଼ିବାରୁ ୟୁ-ଟର୍ଣ୍ଣ ମାରିଲେ କଙ୍ଗନା
ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି।
ରଦ୍ଦ!-->!-->!-->…
ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା
ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି।
ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର,!-->!-->!-->…
ଗତବର୍ଷ ୧୬ ହଜାରରୁ ଅଧିକ ଜୀବନ୍ତ ବ୍ୟକ୍ତି ଦାନ କରିଛନ୍ତି ଅଙ୍ଗ
2023ରେ ଭାରତରେ 16 ହଜାର 542 ଜୀବନ୍ତ ବ୍ୟକ୍ତି ଅଙ୍ଗ ଦାନ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁସାରେ, ଅଙ୍ଗଦାତାଙ୍କ ମଧ୍ୟରେ ସର୍ବାଧିକ ମହିଳା ଅଙ୍ଗଦାତା ଅଛନ୍ତି।
ଜୀବନ୍ତ!-->!-->!-->…
ହରିୟାଣା ନିର୍ବାଚନ: ଶାହାରୁଖଙ୍କ ‘ଡଙ୍କି’କୁ ପ୍ରସଙ୍ଗ କଲେ ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ଏକ ପ୍ରସଙ୍ଗ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ହରିୟାଣାର ବେକାରୀ ସମସ୍ୟା ସମ୍ପର୍କରେ ବିଜେପିକୁ!-->…
ପ୍ରତ୍ୟାହୃତ ୩ କୃଷି ଆଇନ ପୁଣି ଲାଗୁ କରିବାକୁ ଚାହୁଁଛନ୍ତି କଙ୍ଗନା
ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ କଙ୍ଗନା ରାଣାୱତ। ଚାଷୀଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ଯୋଗୁ ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ ପୁଣିଥରେ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ହିମାଚଳ ପ୍ରଦେଶର ମଣ୍ଡିରେ ଅଭିନେତ୍ରୀରୁ!-->!-->!-->…
ପୁଲୱାମା ଆଟାକର ଅଭିଯୁକ୍ତ ହାର୍ଟ ଆଟାକରେ ଆଖି ବୁଜିଲା
ଜମ୍ମୁ-କଶ୍ମୀରର ପୁଲୱାମାରେ ୫ ବର୍ଷ ତଳେ ହୋଇଥିବା ଭୟଙ୍କର ହମଲାର ଜଣେ ଅଭିଯୁକ୍ତ ହୃଦଘାତରେ ପ୍ରାଣ ହରାଇଛି। ତା’ ନାଁ ବିଲାଲ ଅହମଦ। ୨୦୧୯ ପେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ହୋଇଥିବା ଭାରତ ଇତିହାସର ସବୁଠାରୁ ବଡ଼ ହମଲାରେ ଦାଖଲ ହୋଇଥିବା ଚାର୍ଜଶିଟରେ ୩୨ ବର୍ଷୀୟ!-->…
ଜମି ଦୁର୍ନୀତି ମାମଲା: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସିଦ୍ଧରମୈୟା କରିଥିବା ଆବେଦନ ଖାରଜ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ!-->…