Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାଜଧାନୀରେ ଚାଞ୍ଚଲ୍ୟ: ୪ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା
ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବାପା ନିଜର ୪ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତକୁଞ୍ଜ ଅନ୍ତର୍ଗତ ରଙ୍ଗପୁରୀ ପାହାଡ଼ି ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି।ଶୁକ୍ରବାର ସକାଳ ପ୍ରାୟ ୧୦ଟା!-->…
ଇସ୍ରାଏଲର ବୋମା ମାଡ଼ ଜାରି, ହେଜବୁଲ୍ଲା ମୁଖ୍ୟଙ୍କ ଝିଅ ନିହତ
ନୂଆଦିଲ୍ଲୀ : ବିଦ୍ରୋହୀ ସଂଗଠନ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ଅପରେସନ ଜାରି ରଖିଛି। ଆଜି ମଧ୍ୟ ହେଜବୁଲ୍ଲାର ଗଡ଼ କୁହାଯାଉଥିବା ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ପ୍ରାନ୍ତରେ ଇସ୍ରାଏଲ ସେନା ଘନଘନ ବୋମା ମାଡ଼ କରିଛନ୍ତି।ଶୁକ୍ରବାର ରାତିରୁ ଏଠାରେ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ମଧ୍ୟ!-->…
ଜୋମାଟୋରୁ ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା
ନୂଆଦିଲ୍ଲୀ : ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋ ସହ ସମ୍ପର୍କଛିନ୍ନ କରିଛନ୍ତି ଏହାର ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା। ସେ ଜମାଟୋର ସହ ପ୍ରତିଷ୍ଠାତା ସହ ମୁଖ୍ୟ ଲୋକ ଅଧିକାରୀ ଭାବେ କାମ କରୁଥିଲେ। ହେଲେ ଆଜି ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ!-->…
ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ!-->…
ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମୃତ
ନୂଆଦିଲ୍ଲୀ : ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଦାବି କରାଯାଉଛି। ଶୁକ୍ରବାର ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟ ଉପରେ ବୋମା ମାଡ଼ କରିଥିଲା। ଏଥିରେ ହାସନ!-->…
ଇସ୍ରାଏଲ ପାଇଁ ଭାରତ ବନ୍ଧୁ, ଇରାନ ଅଭିଶାପ- ଜାତିସଂଘରେ ୨ଟି ମାନଚିତ୍ର ଦେଖାଇ ଏପରି କହିଲେ ନେତାନ୍ୟାହୁ
ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ଯୁଦ୍ଧ ଚାଲିଥିବାବେଳେ ଜାତିସଂଘରେ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଜାତିସଂଘ ସାଧାରଣ ସଭା ବୈଠକରେ ପୋଡ଼ିୟମରେ ଛିଡ଼ା ହୋଇ ଦୁଇ ହାତରେ ୨ଟି ମାନଚିତ୍ର ଧରି ସମସ୍ତଙ୍କୁ ଦେଖାଇଥିଲେ। ଗୋଟିଏ!-->…
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ, ଆକ୍ସନ ମୁଡ୍ରେ ପୁଲିସ
ମୁମ୍ବାଇ : ମୁମ୍ବାଇରେ ହୋଇପାରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଆକ୍ସନମୁଡ୍କୁ ଆସିଛି ପୁଲିସ। ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ!-->…
ଅର୍ଥ ମନ୍ତ୍ରୀଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ଆଦେଶ
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ!-->…
କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା, ₹୫୦୦ରେ ମିଳିବ ସିଲିଣ୍ଡର, ମହିଳାଙ୍କୁ ମାସକୁ ₹୨୦୦୦
ଚଣ୍ଡୀଗଡ଼ : ବିଧାନସଭା ନିର୍ବାଚନ ପାଇଁ ଆଜି ହରିୟାଣାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଆଜି ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ୩୦୦ ୟୁନିଟ!-->…
ନେପାଳରେ ପ୍ରବଳ ବର୍ଷା; ୩୯ ମୃତ, ଏକାଧିକ ନିଖୋଜ
କାଠମାଣ୍ଡୁ : ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏବଂ ଭୂସ୍ଖଳନ ଘଟି ୩୯ ଜଣଙ୍କର ମୃତ୍ୟୁ ଘଟିଲାଣି।ସୂଚନା ଅନୁସାରେ, ଗତକାଲି ନେପାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟ ସବୁଠି ଜଳମଗ୍ନ!-->…