Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନର ଭବ୍ୟ ସ୍ୱାଗତ
ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ରେ ସ୍ପେଶାଲ କୋର୍ଟ ଜାମିନ ଦେଇଥିଲେ। ଜାମିନ ପାଇ ଜେଲରୁ ବାହାରିବା ପରେ ୨ ହତ୍ୟା ଅଭିଯୁକ୍ତଙ୍କୁ ମିଳିଛି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ସେମାନଙ୍କୁ ହିନ୍ଦୁ ସଂଗଠନ ପକ୍ଷରୁ ଅତ୍ୟନ୍ତ!-->…
ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ
ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ!-->…
ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା।
ଏହାର ମାଲିକାନା ଖଡଗେଙ୍କ ପରିବାର ଲୋକଙ୍କ ପାଖରେ ରହିଛି।!-->!-->!-->…
ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା ଘଟଣା: କଂଗ୍ରେସ- ବିଜେପି ମୁହାଁମୁହିଁ
ଏନସିପିର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।
ବିଭିନ୍ନ!-->!-->!-->…
ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ
ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଖୋଦ୍ ସେ ସୋଶାଲ ମିଡିଆରେ ସୂଚନା ଦେଇଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
!-->!-->!-->…
ବାବା ସିଦ୍ଦିକିଙ୍କୁ ହତ୍ୟା, ଚିହ୍ନଟ ହେଲା ତୃତୀୟ ଶୁଟର୍
ଚିହ୍ନଟ ହେଲା ପୁର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ତୃତୀୟ ଶୁଟର୍। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବହରାଇଚର ବାସିନ୍ଦା ବୋଲି ପୁଲିସ କହିଛି।
ଫେରାର ଶୁଟର୍ ଜଣଙ୍କ ହେଲା ଶିବକୁମାର ଓରଫ ଶିବା ଗୌତମ। ସେ ଧରାପଡ଼ଥିବା ଶୁଟର୍ ଧର୍ମରାଜର ଗାଁ!-->!-->!-->…
ଦୁର୍ଘଟଣା ଷଡ଼ଯନ୍ତ୍ର, ପୁଣି ଟ୍ରେନ୍ ଲାଇନ୍ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର
ପୁଣି ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରେନ୍ ଲାଇନ୍ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରକିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।
ସୂଚନା ମୁତାବକ, ଉତ୍ତରାଖଣ୍ଡର ରୁରକି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଗ୍ୟାସ୍ ସିଲିଣ୍ଡର ଠାବ ହୋଇଛି। ତେବେ ଲୋକ!-->!-->!-->…
ବାବା ସିଦ୍ଦିକିଙ୍କ ପାଇଁ ଭାଙ୍ଗି ପଡ଼ିଲେ ଭାଇଜାନ୍; କ୍ୟାନସଲ କଲେ ସୁଟିଂ
ଏନ୍ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗି ପଡ଼ିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ସୁଟିଂ କ୍ୟାନସଲ କରି ଲୀଳାବତି ହସ୍ପିଟାଲରେ ପହଞ୍ଚିଥିଲେ!-->…
ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ
ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପି ନେତାଙ୍କୁ ହତ୍ୟା । ବାବା ସିଦିକିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଦୁଇ ଜଣଙ୍କୁ ଗିରଫ କରି ପଚରାଉରା କରୁଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତର ପ୍ରଦେଶର!-->…
ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର
କୋଲକାତା : ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ବେଙ୍ଗଲ ସରକାର!-->…