Browsing Category

ବିଦେଶ

ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ, ୭ ଜାହାଜ

ତାଇପେଇ : ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି ।ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଜି…

ଇମ୍ରାନଙ୍କ ପାର୍ଟି କଲା ବିରୋଧ: ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କଲା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କରିଛି। ଏହା ସହିତ ଇମ୍ରାନଙ୍କ ଦଳ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଇଁ ସମାନ୍ତରାଲ ବୈଠକ ଡକାଇବାକୁ ଯୋଜନା କରିଛି। …

ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ: ପରିବର୍ତ୍ତନ ଦାବି ଉଠାଇଲା ଭାରତ

ଜେନେଭା: ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦରେ ସାମ୍ପ୍ରତିକ ବିଶ୍ବ ସ୍ଥିତି ନେଇ ପ୍ରଶ୍ନ ଉଠାଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ ରୁଷିଆ-ୟୁକେନ ଯୁଦ୍ଧ…

ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ: ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଲିବାନ ଏହି…

ୟୁଏଇରେ ଲଞ୍ଚ ହେଲା ୟୁପିଆଇ ଓ ରୁପେ କାର୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ମିଳିତ ଭାବେ ଆଜି ୟୁପିଆଇ ଓ ରୁପେ କାର୍ଡ ସେବାକୁ ଲଞ୍ଚ କରିଛନ୍ତି। ୟୁଏଇରେ ପ୍ରଥମ ଥର ପାଇଁ ଭାରତରେ ପ୍ରଚଳିତ ହେଉଥିବା ଟଙ୍କା ନେଣଦେଣ ବ୍ୟବସ୍ଥା ଲାଗୁ କରାଯାଇଛି।ରୁପେ ହେଉଛି…

ମୋଦୀ ଆସିବାପରେ ଭାରତ-ପାକ୍ ସଂପର୍କ ଖରାପ ହୋଇଗଲା : ମଣିଶଙ୍କର

ଲାହୋର: ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର । ପାକିସ୍ତାନ ଗସ୍ତରେ ଥିବାବେଳେ ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଯେତିକି ଖୋଲା ହୃଦୟରେ ସ୍ୱାଗତ କରାଯାଇଛି, ଅନ୍ୟ କୌଣସି ଦେଶରେ ନାହିଁ। ପାକିସ୍ତାନୀ ଖବରକାଗଜ ଡନ୍ କୁ…

ହାତ ମିଳାଇଲେ ଶରିଫ-ଭୁଟ୍ଟୋ: ନିର୍ବାଚନକୁ ନେଇ ବଡ଼ ବୟାନ ଦେଲା ପାକିସ୍ତାନ ସେନା

ଇସଲାମାବାଦ : ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟକୁ ନେଇ ସସପେନ୍ସ ଜାରି ରହିଛି। ସବୁ ଦଳ ବିଜୟୀ ନେଇ ଦମ୍ଭୋକ୍ତି କରି ଚାଲିଛନ୍ତି। ତଥାପି ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥିତ ପ୍ରାର୍ଥୀ ଆଗରେ ରହିଛନ୍ତି।କୌଣସି ଦଳକୁ ପାକିସ୍ତାନରେ ସରକାର ଗଠନ ପାଇଁ ଆବଶ୍ୟକ ୧୩୩…

ମେ ୯ ରେ ହୋଇଥିବା ଦଙ୍ଗା ସମ୍ପର୍କିତ ୧୨ଟି ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ

ଲାହୋର: ପାକିସ୍ତାନରେ କିଏ ସରକାର ଗଢ଼ିବେ ତାହା ଏବେ କହିବା କଷ୍ଟକର। ଇମ୍ରାନ ଖାନ ଠାରୁ ନୱାଜ ସରିଫ ପର୍ଯ୍ୟନ୍ତ ସମସ୍ତେ ବିଜୟ ଦାବି କରୁଛନ୍ତି। ଏପର୍ଯ୍ୟନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା କରିବାରେ ବିଳମ୍ବକୁ ନେଇ ପାକିସ୍ତାନର…

ମୋବାଇଲ ନମ୍ବର ବ୍ୟବହାର କରିବା ଛାଡ଼ିଦେବେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଖୁବ୍ ଶୀଘ୍ର ମୋବାଇଲ ନମ୍ବରରୁ ମୁକ୍ତି ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ୍ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ ବର୍ତ୍ତମାନ ସେ ଫୋନ୍ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ…

ଇମ୍ରାନ, ନଓ୍ବାଜ୍ ଲଢେଇରେ ଫାଇଦା ମାରିପାରନ୍ତି ବିଲାଓ୍ବଲ

ଇସ୍ଲାମାବାଦ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ଦେଖାଯାଉଛି । ଫଳରେ ଦେଶରେ ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି । ନିର୍ବାଚନ…